ETV Bharat / bharat

ଦୀର୍ଘ 55 ବର୍ଷ ପରେ ଭାରତ-ବାଂଲାଦେଶ ଆନ୍ତର୍ଜାତୀୟ ରେଳ ମାର୍ଗରେ ଗଡିଲା ଲୋକୋ ଇଞ୍ଜିନ - ଭାରତ-ବାଂଲାଦେଶ ଆନ୍ତର୍ଜାତୀୟ ରେଳ ମାର୍ଗ

ଉତ୍ତର ପଶ୍ଚିମବଙ୍ଗର ଜଲପାଇଗୁଡି ଠାରୁ ବାଂଲାଦେଶର ଚିଲାହାତୀ ପର୍ଯ୍ୟନ୍ତ ହଲଦୀବାରୀ ଦେଇ ଭାରତ-ବାଂଲାଦେଶ ଆନ୍ତର୍ଜାତୀୟ ରେଳ ମାର୍ଗ ଦୀର୍ଘ 55 ବର୍ଷର ବ୍ୟବଧାନ ପରେ ପୁଣି ଆରମ୍ଭ ହେବାକୁ ଯାଉଛି ।

ଦୀର୍ଘ 55 ବର୍ଷ ପରେ ଭାରତ-ବାଂଲାଦେଶ ଆନ୍ତର୍ଜାତୀୟ ରେଳ ମାର୍ଗରେ ଗଡିଲା ଲୋକୋ ଇଞ୍ଜିନ

author img

By

Published : Oct 9, 2020, 1:29 PM IST

କୋଲକତା: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଏକ ବିଚ୍ଛିନ୍ନ ରେଳ ସଂଯୋଗର ପୁନରୁଦ୍ଧାର ସହିତ ଏକ ସଫଳ ପରୀକ୍ଷଣରେ ଆଗକୁ ବଢିଛି । ଉତ୍ତର ପଶ୍ଚିମବଙ୍ଗର ଜଲପାଇଗୁଡି ଠାରୁ ବାଂଲାଦେଶର ଚିଲାହାତୀ ପର୍ଯ୍ୟନ୍ତ ହଲଦୀବାରୀ ଦେଇ ଭାରତ-ବାଂଲାଦେଶ ଆନ୍ତର୍ଜାତୀୟ ରେଳ ମାର୍ଗ ଦୀର୍ଘ 55 ବର୍ଷର ବ୍ୟବଧାନ ପରେ ପୁଣି ଆରମ୍ଭ ହେବାକୁ ଯାଉଛି ।

ଦୀର୍ଘ 55 ବର୍ଷ ପରେ ଭାରତ-ବାଂଲାଦେଶ ଆନ୍ତର୍ଜାତୀୟ ରେଳ ମାର୍ଗରେ ଗଡିଲା ଲୋକୋ ଇଞ୍ଜିନ
ଦୀର୍ଘ 55 ବର୍ଷ ପରେ ଭାରତ-ବାଂଲାଦେଶ ଆନ୍ତର୍ଜାତୀୟ ରେଳ ମାର୍ଗରେ ଗଡିଲା ଲୋକୋ ଇଞ୍ଜିନ

1965 ମସିହାରେ ଭାରତ ଏବଂ ପୂର୍ବ ପାକିସ୍ତାନନ ମଧ୍ୟରେ ରେଳ ସଂଯୋଗ ବନ୍ଦ ହେବା ପରେ ବାଂଲାଦେଶର ହଳଦୀବାରୀରୁ ଚିଲାହାଟୀ ପର୍ଯ୍ୟନ୍ତ ରେଳ ଲାଇନ ବନ୍ଦ ହୋଇଯାଇଥିଲା । ଯଦିଓ ପରେ ବାଂଲାଦେଶ ସ୍ବାଧୀନତା ହାସଲ କଲା । କିନ୍ତୁ ଏହି ମାର୍ଗରେ ଆନ୍ତଃ- ସୀମା ଟ୍ରେନ୍ ସେବା ସ୍ଥଗିତ ରହିଲା ।

ତେବେ ଅକ୍ଟୋବର 8ରେ ଏକ ଲୋକୋ ଇଞ୍ଜିନ ସଫଳତାର ସହିତ ଟ୍ରାକରେ ଚାଲଥିଲା । ଯାହାକୁ ମୁଖ୍ୟ ଇଞ୍ଜିନିୟର ଜେପି ସିଂ ଉଦଘାଟନ କରିଥିଲେ । ଇଞ୍ଜିନଟି ଡଙ୍ଗପଡା ସୀମା ଆଉଟପୋଷ୍ଟରୁ ଜିରୋ ପଏଣ୍ଟ ଆଡକୁ ଯାଇ ସକାଳ ପ୍ରାୟ 11: 45ରେ ଭାରତ-ବାଂଲାଦେଶ ସୀମାରେ ପହଞ୍ଚିଥିଲା । ତେବେ ସୀମାର ଉଭୟ ପାର୍ଶ୍ବରେ ଥିବା ଲୋକମାନେ ଏହାକୁ ସ୍ବାଗତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.