ETV Bharat / bharat

ଏଆଇଏମପିଏଲବିର ତଦନ୍ତ ପାଇଁ ଦାବି ଉଠାଇଲେ ସୁବ୍ରମଣ୍ୟମ ସ୍ବାମୀ - ଏଆଇଏମପିଏଲବିର ତଦନ୍ତ ଦାବି କଲେ ସୁଭ୍ରମଣ୍ୟମ ସ୍ବାମୀ

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ପୁନର୍ବିଚାର ଯାଚିକା ଦାଖଲ କରିବାର ନିଷ୍ପତ୍ତି ପରେ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡର ସମାଲୋଚନା କରିଛନ୍ତି ବିଜେପିର ଫାୟରବ୍ରାଣ୍ଡ ନେତା ସୁବ୍ରମଣ୍ୟମ ସ୍ବାମୀ।

ଫାଇଲ ଫଟୋ
author img

By

Published : Nov 18, 2019, 11:47 AM IST

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ପୁନର୍ବିଚାର ଯାଚିକା ଦାଖଲ କରିବାର ନିଷ୍ପତ୍ତି ନେଇଛି ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ(ଏଆଇଏମପିଏଲବି) । ହେଲେ ଏ ପ୍ରସଙ୍ଗରେ ଏଆଇଏମପିଏଲବିକୁ ଟାର୍ଗେଟ କରିଛନ୍ତି ବିଜେପିର ଫାୟାରବ୍ରାଣ୍ଡ ନେତା ସୁବ୍ରମଣ୍ୟମ ସ୍ବାମୀ ।

ଏନେଇ ସେ କହିଛନ୍ତି,‘ଷ୍ଟୁଡେଣ୍ଟ ଇସଲାମିକ ମୁଭମେଣ୍ଟ ଅଫ ଇଣ୍ଡିଆ (ସିମି) ଭଳି ଆତଙ୍କବାଦୀ ସଙ୍ଗଠନ ଉପରେ ପୂର୍ବରୁ ପ୍ରତିବନ୍ଧକ ଲଗାଯାଇଛି । ହେଲେ ଲାଗୁଛି ସିମି ସଦସ୍ୟ ବର୍ତ୍ତମାନ ଏଆଇଏମପିଏଲବି ଭଳି ବୈଧ ମୁସଲମାନ ସଙ୍ଗଠନର ମୁଖ୍ୟ ସଦସ୍ୟ ହୋଇଯାଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରଣାଳୟକୁ ଏନେଇ ତଦନ୍ତ କରିବାର ଆବଶ୍ୟକତା ରହିଛି। ’

subramanian-swamy-target aimplb
ଫଟୋ ସୌଜନ୍ୟ: ଟ୍ବିଟର@@Swamy39

ଅଯୋଧ୍ୟା ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ 5 ଜଣିଆ ଖଣ୍ଡପୀଠ ଶୁଣାଇଥିବା ରାୟ ବିରୋଧରେ ପୁନର୍ବିଚାର ଯାଚିକା ଦାଖଲ କରିବାକୁ ରବିବାର ଏଆଇଏମପିଏଲବି ଘୋଷଣା କରିଥିଲା । ଏହା ସହିତ ମସଜିଦ ନିର୍ମାଣ ପାଇଁ ମିଳୁଥିବା 5 ଏକରର ବିକଳ୍ପ ଜମି ଗ୍ରହଣ ନକରିବାକୁ ବୋର୍ଡ ପକ୍ଷରୁ କୁହାଯାଇଥିଲା ।

Intro:Body:

BLANK FOR  LINK 

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.