ETV Bharat / bharat

ସରକାରୀ ହସ୍ପିଟାଲରେ ଲ୍ୟାବ ପାଇଁ 1ହଜାର କୋଟି - state govt to setup 1000crore fund for medical facilities

ଉତ୍ତରପ୍ରଦେଶ ସରକାରୀ ହସ୍ପିଟାଲରେ ଲ୍ୟାବ ଓ ମେଡିକାଲ ଉପକାରଣ ପାଇଁ 1ହଜାର କୋଟି ଖର୍ଚ୍ଚ କରିବେ ରାଜ୍ୟ ସରକାର। 24ଟି ହସ୍ପିଟାଲରେ ହେବ ଏହି ସୁବିଧା । ଅଧିକ ପଢନ୍ତୁ...

state govt to setup 1000crore fund for medical facilities
ସରକାରୀ ହସ୍ପିଟାଲରେ ଲ୍ୟାବ ପାଇଁ 1ହଜାର କୋଟି
author img

By

Published : Apr 3, 2020, 6:04 PM IST

ଉତ୍ତରପ୍ରଦେଶ: କୋରୋନା ରକ୍ତ ନମୁନା ପରୀକ୍ଷା ପାଇଁ ଉତ୍ତରପ୍ରଦେଶ ରାଜ୍ୟ ସରକାର 1ହଜାର କୋଟି ବ୍ୟୟ କରିବେ । ଏଥିରେ ଲ୍ୟାବ ଫ୍ୟାସିଲିଟି ବୃଦ୍ଧି ସହ ଭେଣ୍ଟିଲେଟର,ମାସ୍କ,ସାନିଟାଇଜର ଆଦିର ସୁବିଧା କରାଯିବ। ସରକାରଙ୍କ ଛଡା ରାଜ୍ୟକୁ ଅନ୍ୟ ଶିଳ୍ପାନୁଷ୍ଠାନ ମଧ୍ୟ ସହଯୋଗର ହାତ ବଢାଇଛି ।

ରାଜ୍ୟରେ ଥିବା 24ଟି ସରକାରୀ ମେଡିକାଲ କଲେଜରେ ଶୀଘ୍ର କୋରୋନା ପାଇଁ ରକ୍ତ ଆଦି ନମୁନା ପରୀକ୍ଷା ପାଇଁ ସୁବିଧା ଯୋଗାଇବା ନେଇ ପ୍ରୟାସ ଜାରିରହିଛି । ହସ୍ପିଟାଲରେ ଚିକିତ୍ସା ପାଇଁ କରାଯାଉଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.