ETV Bharat / bharat

ରାଜ୍ୟ ସରକାରଙ୍କ ପକ୍ଷରୁ ଜମ୍ମୁରୁ କଟ୍ରା ପର୍ଯ୍ୟନ୍ତ ଚାଲିଲା ଇଲେକ୍ଟ୍ରିକ ବସ - katra

ଜମ୍ମୁରୁ କଟ୍ରା ପର୍ଯ୍ୟନ୍ତ ଆରମ୍ଭ ହୋଇଛି ଇଲେକ୍ଟ୍ରିକ ବସ ସେବା । ଏନେଇ ସୋମବାର ପରୀକ୍ଷାମୂଳକ ଭାବେ 20ଟି ବସ୍‌କୁ ଆରମ୍ଭ କରାଯାଇଛି ।

ପ୍ରତିକାତ୍ମକ ଫଟୋ
author img

By

Published : May 28, 2019, 6:41 AM IST

ଜମ୍ମୁ: ଜମ୍ମୁ ଓ କଶ୍ମୀର ସରକାରଙ୍କ ପକ୍ଷରୁ ଜମ୍ମୁରୁ କଟ୍ରା ପର୍ଯ୍ୟନ୍ତ ଆରମ୍ଭ ହୋଇଛି ଇଲେକ୍ଟ୍ରିକ ବସ ସେବା । ଏନେଇ ସୋମବାର ପରୀକ୍ଷା ମୂଳକ ଭାବେ 20ଟି ବସ୍‌କୁ ଆରମ୍ଭ କରାଯାଇଛି ।

ଜମ୍ମୁ ରେଲୱେ ଷ୍ଟେସନରୁ ଏହି ବସ୍‌ କଟ୍ରା ପର୍ଯ୍ୟନ୍ତ ଚାଲୁଛି । ବସ୍‌ରେ ସିସିଟିଭି କ୍ୟାମେରା ସହ ଜିପିଏସ ଲାଗିଛି ଓ ଜରୁରୀକାଳୀନ ଡୋର ମଧ୍ୟ ଏଥିରେ ରହିଥିବା ଜଣାପଡିଛି । ରାଜ୍ୟ ସରକାରଙ୍କ ଏପରି କାର୍ଯ୍ୟରେ ବୈଷ୍ଣୋଦେବୀ ଭକ୍ତମାନେ ଖୁସିବ୍ୟକ୍ତ କରିଛନ୍ତି ।

ତେବେ ସରକାରଙ୍କ ପକ୍ଷରୁ ଏପରି ପଦକ୍ଷେପ ଫଳରେ ବୈଷ୍ଣୋ ଦେବୀ ପୀଠ ଯିବାକୁ ଲୋକମାନଙ୍କୁ ଆହୁରି ସୁବିଧା ହେଲା ବୋଲି ଜଣା ଭକ୍ତ କହିଛନ୍ତି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.