ETV Bharat / bharat

ଭୂସ୍ବର୍ଗରେ ହିମପାତ, ଉତ୍ତର ମୁହାଁ ହେଲେ ପର୍ଯ୍ୟଟକ

author img

By

Published : Nov 10, 2019, 2:46 PM IST

ଶ୍ରୀନଗରରେ ଜାରି ରହିଛି ତୁଷାରପାତ । 3ଦିନ ହେଲା ବିଦ୍ୟୁତ ସରବରାହ ବନ୍ଦ ।

snowfall

ଶ୍ରୀନଗର: ଭୂସ୍ବର୍ଗରେ ତୁଷାରପାତ ଜାରି ରହିଛି । ଫଳରେ ସ୍ଥାନୀୟ ଲୋକ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ରାସ୍ତାରେ ବରଫ ଜମି ରହିଥିବାରୁ ଏନେଇ ଯାତାୟତାରେ ଅସୁବିଧା ଉପୁଜୁଛି । ରାସ୍ତା ବନ୍ଦ ରହିବା ସହ ଯାନବାହନ ଚଳାଚଳରେ ବାଧା ମଧ୍ୟ ସୃଷ୍ଟି ହେଉଛି ।

ଭିଡିଓ ସୌଜନ୍ୟ: ଏଏନଆଇ

3ଦିନ ହେଲା ବିଦ୍ୟୁତ ସରବରାହ ବନ୍ଦ ରହିଛି । ତେଣୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ଯେ, ପ୍ରଶାସନ ଯଥା ଶୀଘ୍ର ସମସ୍ୟାର ସମାଧାନ କରନ୍ତୁ ।

ଅନ୍ୟପଟେ ବ୍ୟବସାୟୀମାନଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । ହିମପାତର ମଜା ନେବାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବାରେ ଲାଗିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.