ETV Bharat / bharat

ଶ୍ରୀଲଙ୍କା ସିରିଜ ବିସ୍ପୋରଣରେ 3 ଭାରତୀୟ ମୃତ - Indian died

ଶ୍ରୀଲଙ୍କା ସିରିଜ ବିସ୍ପୋରଣରେ 3 ଭାରତୀୟ ପ୍ରାଣ ହରାଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରୁ 35 ଜଣ ବିଦେଶୀ ରହିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Apr 21, 2019, 11:30 PM IST

କଲମ୍ବୋ: ସିରିଜ ବୋମା ବିସ୍ଫୋରଣରେ ଥରି ଯାଇଛି ଶ୍ରୀଲଙ୍କା । ଆଜି(ରବିବାର) କ୍ରମାଗତ 8ଟି ବୋମା ବିସ୍ଫୋରଣରେ 207 ଜଣଙ୍କ ମୃତ୍ୟୁ ହେବାସହ 400ରୁ ଅଧିକ ଆହତ ହୋଇଛନ୍ତି । ଏହି ମୃତକଙ୍କ ମଧ୍ୟରେ ରହିଛନ୍ତି 3 ଭାରତୀୟ । ଏନେଇ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ସୂଚନା ଦେଇଛନ୍ତି ।

  • External Affairs Minister, Sushma Swaraj: Indian High Commission in Colombo has conveyed that National Hospital has informed them about the death of three Indian nationals. We are ascertaining further details. #SriLankaBlasts (file pic) pic.twitter.com/zkGhsHGyXC

    — ANI (@ANI) April 21, 2019 " class="align-text-top noRightClick twitterSection" data=" ">

3ଟି ଚର୍ଚ୍ଚ ଓ 3ଟି ପଞ୍ଚତାରକା ହୋଟେଲକୁ ଟାର୍ଗେଟ କରି ବିସ୍ଫୋରଣ କରିଥିଲେ ଆତଙ୍କୀ । ମୃତକଙ୍କ ମଧ୍ୟରୁ 35 ଜଣ ହେଉଛନ୍ତି ବିଦେଶୀ । ଏହି ସମସ୍ତ ଘଟଣାକୁ ଦେଖି ଶ୍ରୀଲଙ୍କା ସରକାର ଦେଶସାରା ସନ୍ଧ୍ୟା 6ରୁ ସକାଳ 6 ଯାଏ କର୍ଫ୍ୟୁ ଜାରି କରିଛି ।

ପୋଲିସ ଅନୁସାରେ କଲମ୍ବୋର ଏଥନୀ ଚର୍ଚ୍ଚ, ନୌଗୋଂବୋ ସ୍ଥିତ ସେବେଷ୍ଟିୟନ ଚର୍ଚ୍ଚ ଓ ବଟ୍ଟିକଲମ୍ବୋ ସ୍ଥିତ ଏକ ଚର୍ଚ୍ଚରେ ଏହି ବୋମା ବିସ୍ଫୋରଣ ଘଟିଛି । ଏହାଛଡା ହୋଟେଲ ଶାଙ୍ଗ୍ର-ଲା, ସିନାମୋନ ଗ୍ରେଣ୍ଡ ଓ କିଙ୍ଗ୍ସବରୀରେ ବିସ୍ଫୋରଣ ଘଟିଛି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.