ETV Bharat / bharat

ଭାରତରେ ପହଞ୍ଚିଲେ ଶ୍ରୀଲଙ୍କା ନବନିର୍ବାଚିତ ରାଷ୍ଟ୍ରପତି ଗୋତବୟା

author img

By

Published : Nov 28, 2019, 7:22 PM IST

ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି ଗୋତବୟା ରାଜପକ୍ଷେ ତାଙ୍କର ପ୍ରଥମ ବିଦେଶ ଗସ୍ତରେ  ଭାରତରେ ପହଞ୍ଚିଛନ୍ତି  । ଅଧିକ ପଢନ୍ତୁ...

Sri Lanka President Gotabaya Rajapaksa arrives india
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ପିଏମ ମୋଦିଙ୍କ ନିମନ୍ତ୍ରଣ କ୍ରମେ ଭାରତ ଆସିଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତବୟା ରାଜପକ୍ଷେ । ଶ୍ରୀଲଙ୍କାର ନବ ନିର୍ବାଚିତ ରାଷ୍ଟ୍ରପତି ଗୋତବୟା ରାଜପକ୍ଷେ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଭାରତରେ ପହଞ୍ଚିଛନ୍ତି । ତିନି ଦିନିଆ ଭାରତ ଗସ୍ତରେ ସେ ଆସିଛନ୍ତି ।

ଭିଡିଓ ସୌଜନ୍ୟ: ଏଏନଆଇ

ଗୁରୁବାର ସଂଧ୍ୟାରେ ସେ ଭାରତରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ତାଙ୍କୁ ପୂର୍ବତନ ସେନାମୁଖ୍ୟ ଓ କେନ୍ଦ୍ରମନ୍ତ୍ରୀ ଭିକେ ସିଂହ ସ୍ବାଗତ କରିଛନ୍ତି ।

Intro:Body:

ତିରୁମଲା ତିରୁପତିରୁ ସିଧାପ୍ରସାରଣ

ଦେଖନ୍ତୁ କେମିତି ଚାଲିଛି ତିରୁପତିଙ୍କ ପୂଜାର୍ଚ୍ଚନା...

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.