ETV Bharat / bharat

ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀରେ ସ୍ଥାନ ପାଇବେ ଶହୀଦ ରବି ଖାନା

author img

By

Published : Oct 5, 2019, 7:13 PM IST

ଭାରତୀୟ ବାୟୁସେନାର ସୂଚନା । ରାଷ୍ଚ୍ରୀୟ ଯୁଦ୍ଧ ସ୍ମାରକୀରେ ସ୍ଥାନ ପାଇବେ ବାୟୁସେନାର ସ୍କ୍ବାର୍ଡନ ଲିଡ଼ର ଶହୀଦ ରବି ଖାନା । ବିଛିନ୍ନତାବାଦୀ ନେତା ୱାଶୀନ ମଲ୍ଲିକ ଷଡ଼ଯନ୍ତ୍ରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିଲେ ରବି ଖାନାଙ୍କ ସମେତ ତିନି ବାୟୁସେନା ଯବାନ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ସ୍କ୍ବାର୍ଡନ ଲିଡ଼ର ରବି ଖାନାଙ୍କ ନାମଙ୍କୁ ସୁପାରିସ କରିଛି ବାୟୁସେନା । ଜାତୀୟ ଯୁଦ୍ଧ ସ୍ମାରକୀରେ ସ୍ଥାନ ପାଇବେ ଶହୀଦ ରବି ଖାନା ।

Squadron Leader Ravi Khanna
ଫଟୋ ସୌଜନ୍ୟ: ଏଏନ୍ଆଇ

ବିଭିନ୍ନ ମିଶନରେ ଦେଶ ପାଇଁ ଶହୀଦ ହୋଇଥିବା ଯବାନଙ୍କ ନାମ ଜାତୀୟ ଯୁଦ୍ଧ ସ୍ମାରକୀରେ ସ୍ଥାନ ପାଇଛି । ଏହି ସ୍ମାରକୀରେ ଯୋଡି ହେବାକୁ ଯାଉଛି ସ୍କ୍ବାର୍ଡନ ଲିଡ଼ରଙ୍କ ନାମ ।

ଜାନୁୟାରୀ 25 ତାରିଖ 1990 ମସିହାରେ JKLF ଆତଙ୍କବାଦୀ ହମଲାରେ ପ୍ରାଣ ହରାଇଥିଲେ ଖାନା । ଏହି ଆତଙ୍କବାଦୀ ଆକ୍ରମଣ ପଛରେ ବିଛିନ୍ନତାବାଦୀ ନେତା ୱାଶୀନ ମଲ୍ଲିକର ଷଡ଼ଯନ୍ତ୍ର ରହିଥିଲା । ଯେଉଁଥିରେ ରବି ଖାନାଙ୍କ ସମେତ ତିନି ବାୟୁସେନାର ଯବାନ ଶହୀଦ ହୋଇଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.