ETV Bharat / bharat

ରେଳବାଇ ଓ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ

author img

By

Published : Mar 29, 2020, 8:00 PM IST

ପଶ୍ଚିମବଙ୍ଗ ରେଳବାଇ ଏବଂ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ପାଇଁ ରାଜ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ 'ଅର୍ଜୁନ' ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

Arjun
ରେଳବାଇ ଓ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ

କୋଲକତା: ବିଶ୍ବକୁ କବଜା କରିଛି ମହାମାରୀ । ଏଥିରେ ଲତପତ ହେଉଛନ୍ତି ସମଗ୍ର ବିଶ୍ବବାସୀ । ଏହି ସମମୟରେ ଭାରତରେ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଯେଉଁଥିରେ ନାହିଁ ନଥିବାର ଅସୁବିଧା ଭୋଗୁଛିନ୍ତି ଲୋକେ । ଯାହାକୁ ନେଇ ଏବେ ରେଳ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ସେବା ପାଇଁ ନୂଆ ପଦକ୍ଷେପମାନ ଗ୍ରହଣ କରାଯାଉଛି ।

ସେହିପରି ପଶ୍ଚିମବଙ୍ଗ ରେଳବାଇ ଏବଂ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ପାଇଁ ରାଜ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ 'ଅର୍ଜୁନ' ଆରମ୍ଭ ହୋଇଛି । ଯେଉଁଥିରେ ସମସ୍ତ ପ୍ରକାର ସ୍ବାସ୍ଥ୍ୟ ସୁବିଧା ଉପଲବ୍ଧ ଖାସ କରି କୋରୋନା ପାଇଁ ଏହି ପଦକ୍ଷେପ ନିଆଯ଼ାଇଥିବା ଜଣେ ଅଧିକାରୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.