ETV Bharat / bharat

ମୋଦିଙ୍କୁ ଭେଟିଲେ ଖାସ ବନ୍ଧୁ, ଭାଇରାଲ ହେଲା ଫଟୋ

author img

By

Published : Jul 23, 2019, 7:07 PM IST

Updated : Jul 23, 2019, 7:18 PM IST

ମୋଦିଙ୍କୁ ଭେଟିଲେ କୁନି ବନ୍ଧୁ । ସୋସିଆଲ ମିଡିଆରେ ଫଟୋ ସେୟାର କରି ଖୁସି ଜାହିର କଲେ ମୋଦି । ଟ୍ବିଟର ଓ ଇନଷ୍ଟାରେ ସେୟାର କରିଛନ୍ତି ଖୁସି । କିନ୍ତୁ ପିଲାଟି ବିଷୟରେ କୌଣସି ତଥ୍ୟ ପ୍ରଦାନ କରିନାହାଁନ୍ତି ।

ଫଟୋ ସୌଜନ୍ୟ : ଏଏନଆଇ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି ଖାସ ବନ୍ଧୁ । ଆଉ ମୋଦି ସୋସିଆଲ ମିଡିଆରେ ତାଙ୍କ ସହ ସେୟାର କରିଛନ୍ତି ଫଟୋ । ତେବେ ମୋଦିଙ୍କ ବନ୍ଧୁ ହେଲେ ଜଣେ କୁନି ପିଲା । ଏହି ପିଲାସହ ଖେଳୁଥିବାର ନଜର ଆସିଛନ୍ତି ପ୍ରଧାନମନ୍ତ୍ରୀ । ଆଉ ଏହି ଫଟୋକୁ ପସନ୍ଦ କରିଛନ୍ତି ମୋଦିଙ୍କ ଫଲୋଅର । ଆଉ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏହି କ୍ୟୁଟ ଫଟୋ ।

ଆଜି ସାଂସଦକୁ ମୋ ସହିତ ଭେଟିବାକୁ ମୋର ଜଣେ ଖାସ ବନ୍ଧୁ ଆସିଥିଲେ ବୋଲି କ୍ୟାପସନ ଲେଖି ଫଟୋ ଇନଷ୍ଟାଗ୍ରାମ ଓ ଟ୍ବିଟରରେ ସେୟାର କରିଥିଲେ । ମୋଦିଙ୍କ ଟେବୁଲରେ କିଛି ଚକୋଲେଟ ଥିବା ମଧ୍ୟ ଦେଖାଦେଇଛି । କିନ୍ତୁ ଏହି ପିଲାଟି କିଏ ତାଙ୍କ ବିଷୟରେ କୌଣସି ତଥ୍ୟ ପ୍ରଧାନମନ୍ତ୍ରୀ ପ୍ରଦାନ କରିନାହାଁନ୍ତି ।

ପୂର୍ବରୁ ମୋଦି ବିଦେଶ ଗସ୍ତ ସମୟରେ ପିଲାଟଙ୍କ ସହ ଫଟୋ ସେୟାର କରିଥିଲେ । କିଛି କାର୍ଯ୍ୟକ୍ରମରେ ସେ ସୁରକ୍ଷା ବଳୟ ଭିତରୁ ବାହାରି କୁନି ପ୍ରଂଶସକଙ୍କ ସହ ମିଶୁଥିବା ନଜର ଆସିଛନ୍ତି ।

Intro:Body:

5

Conclusion:
Last Updated : Jul 23, 2019, 7:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.