ETV Bharat / bharat

ପୁରା ହେଲା ପରିବାର, ସ୍ପେନ ଦମ୍ପତ୍ତିଙ୍କୁ ମିଳିଲା ଭାରତୀୟ ପୁଅ - lucknow

ଭାରତରେ ଜନ୍ମ, ହେଲେ ସ୍ପେନରେ ବଢିବ କାର୍ତ୍ତିକ । ସ୍ପେନର ଦମ୍ପତ୍ତି କାର୍ତ୍ତିକକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Aug 27, 2019, 10:23 AM IST

Updated : Aug 27, 2019, 1:04 PM IST

ଲକ୍ଷ୍ନୌ: ପିତୃତ୍ବକୁ ସ୍ନେହ ଆଉ ଭଲ ପାଇବାର ଆବଶ୍ୟକତା ରହିଛି, ଡିଏନଏର ନୁହେଁ । ଏହିଭଳି କହିଛନ୍ତି ସ୍ପେନର ଦମ୍ପତ୍ତି । ଗତ 3 ବର୍ଷ ପୂର୍ବେ ସେମାନେ ଏକ ସନ୍ତାନ ପାଇଁ ଅନେକ ପ୍ରୟାସ କରିଛନ୍ତି । ଆଉ ଏବେ ତାଙ୍କର ଅପେକ୍ଷା ଆଉ ସମସ୍ତ ଚେଷ୍ଟାର ଅନ୍ତ ଘଟିଛି ।

ସୂଚନାମୁତାବକ, ସ୍ପେନର ମାରକସ ଏଣ୍ଟୋନିଓ ଗୋମେଜ ଓ ମାରିୟା ଲୁସିୟା କାଲଭୋଡେଲ ଏକ ସନ୍ତାନ ପାଇଁ ଭାରତରେ ଆସି ପହଞ୍ଚିଥିଲେ । ଉତ୍ତରପ୍ରଦେଶର ସୀତାପୁରରୁ ଏକ 7 ବର୍ଷର ପୁଅକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି । ତେବେ ସମସ୍ତ ଦରକାରୀ ପ୍ରକ୍ରିୟା ପୁରା କରି କାର୍ତ୍ତିକକୁ ନିଜର ପୁଅ ଭାବେ ସେମାନେ ପାଇ ବହୁତ ଖୁସିଥିବା କହିଛନ୍ତି । ସେମାନେ କାର୍ତ୍ତିକକୁ ନିଜ ସହ ତାଙ୍କ ଘରକୁ ନେଇଯାଇଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

କାର୍ତ୍ତିକ ଜନ୍ମ ହେବାର ଅଳ୍ପ ଦିନ ପରେ ସେ ତାର ବାପା ମାଆକୁ ହରାଇଥିଲା । ଆଉ ତାର ପାଳନ ପୋଷଣ ସୀତାପୁରରେ ଥିବା ବାଲାଜୀ ବିଦ୍ୟାମନ୍ଦିରରେ ହୋଇଛି ।

Intro:Body:Conclusion:
Last Updated : Aug 27, 2019, 1:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.