ETV Bharat / bharat

ତେଜ ବାହାଦୁରଙ୍କୁ ଏସପି-ବିଏସପି ଦେଲା ଟିକେଟ, ମୋଦିଙ୍କୁ ଦେବେ ଟକ୍କର

ସମାଦବାଦୀ ପାର୍ଟି ବାରଣାସୀ ଆସନରୁ ଶାଳିନୀ ଯାଦବଙ୍କ ଠୁ ଟିକେଟ ଫେରାଇ ନେଇଛି । ବର୍ତ୍ତମାନ ଶାଳିନୀଙ୍କ ପରିବର୍ତ୍ତେ ବିଏସଏଫରୁ ବହିଷ୍କୃତ ତେଜ ବାହାଦୁର ଯାଦବଙ୍କୁ ଟିକେଟ ଦେଇଛି ଏସପି ।

author img

By

Published : Apr 29, 2019, 7:32 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାରାଣାସୀରରେ ଘେରିବା ପାଇଁ ଏସପି-ବିଏସପି ମହାମେଣ୍ଟର ମାଷ୍ଟରଷ୍ଟ୍ରୋକ। ସମାଦବାଦୀ ପାର୍ଟି (ଏସପି) ଏହି ଆସନରୁ ନିଜ ପ୍ରାର୍ଥୀ ଶାଳିନୀ ଯାଦବଙ୍କ ଠାରୁ ଟିକେଟ ଫେରାଇ ନେଇଛି । ବର୍ତ୍ତମାନ ଶାଳିନୀଙ୍କ ପରିବର୍ତ୍ତେ ବିଏସଏଫରୁ ବହିଷ୍କୃତ ତେଜ ବାହାଦୁର ଯାଦବଙ୍କୁ ଟିକେଟ ଦେଇଛି ଏସପି । ତେଜବାହାଦୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟକ୍କର ଦେବେ ।

ପୂର୍ବରୁ ତେଜ ବାହାଦୁର ବିଏସଫ ଯବାନଙ୍କୁ ମିଳୁଥିବା ଖାଦ୍ୟର ମାନ ସମ୍ବନ୍ଧୀୟ ଏକ ଭିଡିଓ ଜାରି କରିଥିଲେ । ଯାହା ପରେ ତାଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଥିଲା । ଚଳିତ ନିର୍ବାଚନରେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଲଢୁଥିଲେ । ଏଥିପାଇଁ ସେ ବାରାଣାସୀରୁ ନିଜ ନାମାଙ୍କନ ମଧ୍ୟ ଭରିଛନ୍ତି ।

କିନ୍ତୁ ସୋମବାର ତେଜ ବାହାଦୁର ଯାଦବ ଏସପି ଟିକେଟରୁ ନିଜ ନାମାଙ୍କନ ଦାଖଲ କରିଛନ୍ତି । ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲ ମଧ୍ୟ ଟ୍ବିଟ କରି ତାଙ୍କୁ ସମର୍ଥନ ଜଣାଇଛନ୍ତି । ଏହାସହ ସେ କହିଛନ୍ତି ଯେ ପିଏମକୁ ଟକ୍କର ଦେଉଥିବାରୁ ତେଜ ବାହାଦୁରଙ୍କୁ ସଲାମ ଜଣାଉଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.