ETV Bharat / bharat

ସିଏଏ ହିଂସା: ଅଖିଳେଶଙ୍କ ଘୋଷଣା, ମୃତକଙ୍କ ପରିବାରକୁ ମିଳିବ ୫ଲକ୍ଷ - ସିଏଏ ହିଂସା ମୃତକଙ୍କ ପରିବାରକୁ ସମାଜବାଦୀ ପାର୍ଟିର ଆର୍ଥିକ ସହାୟତା

ସିଏଏ ବିରୋଧ ପ୍ରଦର୍ଶନ ସମୟରେ ପ୍ରାଣ ହରାଇଥିବା ପରିବାକୁ 5 ଲକ୍ଷ ଟଙ୍କା ଲେଖାଏ ସହାୟତା ଦେବା ପାଇଁ ଘୋଷଣା କରିଛି ସମାଜବାଦୀ ପାର୍ଟି(ଏସପି) । ଅଧିକ ପଢନ୍ତୁ...

samajwadi party financial help 5 lakh caa protests
ଫଟୋ ସୌଜନ୍ୟ: ଟ୍ବିଟର@yadavakhilesh
author img

By

Published : Jan 5, 2020, 8:49 PM IST

ଲକ୍ଷ୍ମୌ: ଦେଶରେ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ବିକ୍ଷୋଭ ଜାରି ରହିଛି । ଅନେକ ସ୍ଥାନରେ ଏହା ଉଗ୍ର ହିଂସାର ରୂପ ଧାରଣ କରିଛି । ୟୁପିରେ ଏହାର ପ୍ରଭାବ ସବୁଠାରୁ ଅଧିକ ଦେଖିବାକୁ ମିଳିଥିଲା । ଏବେ ସିଏଏ ବିରୋଧ ପ୍ରଦର୍ଶନ ସମୟରେ ପ୍ରାଣ ହରାଇଥିବା ପରିବାକୁ 5 ଲକ୍ଷ ଟଙ୍କା ଲେଖାଏ ସହାୟତା ଦେବା ପାଇଁ ଘୋଷଣା କରିଛି ସମାଜବାଦୀ ପାର୍ଟି(ଏସପି) । ଏନେଇ ଅଧ୍ୟକ୍ଷ ଅଖିଳେଶ ଯାଦବ ଟ୍ବିଟ କରି ସୂଚନା ଦେଇଛନ୍ତି ।

samajwadi party financial help 5 lakh caa protests
ଫଟୋ ସୌଜନ୍ୟ: ଟ୍ବିଟର@@yadavakhilesh

ରବିବାର ଏସପି ଅଧ୍ୟକ୍ଷ ଅଖିଳେଖ ଯାଦବ ହିଂସାରେ ପ୍ରାଣ ହରାଇଥିବା ମହମ୍ମଦ ୱକିଲଙ୍କ ପରିବାର ବର୍ଗଙ୍କୁ ଭେଟିଛନ୍ତି । ହିଂସାରେ ବିରୋଧ ପ୍ରଦର୍ଶନ ସମୟରେ ପ୍ରାଣ ହରାଇଥିବା ପ୍ରତ୍ୟେକଙ୍କୁ 5-5 ଲକ୍ଷ ଲେଖାଏ ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@samajwadiparty

ଏଠାରେ ସୂଚନା ଯୋଗ୍ୟ ଯେ, ଗତ ବର୍ଷ 19 ଡିସେମ୍ବରରେ ସିଏଏ ବିରୋଧ ପ୍ରଦର୍ଶନ ସମୟରେ ହିଂସା ସମୟରେ ମହମ୍ମଦ ୱକିଲ ପ୍ରାଣ ହରାଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.