ETV Bharat / bharat

କାଲିଠୁ ବେଙ୍ଗାଲୁରୁରୁ ଗଡିବ 7 ନୂଆ ଟ୍ରେନ୍ - ବେଙ୍ଗାଲୁରୁ ଡିଭିଜନରୁ ସାତଟି ନୂଆ ଟ୍ରେନ ସେବା

ଆସନ୍ତାକାଲି(ଶନିବାର)ଠୁ ସ୍ୱତନ୍ତ୍ର ଟ୍ରେନ୍ ବ୍ୟତୀତ ବେଙ୍ଗାଲୁରୁରୁ 7 ନୂଆ ଟ୍ରେନ୍ ଆରମ୍ଭ ହେବ ବୋଲି ଦକ୍ଷିଣ ପଶ୍ଚିମ ରେଳବାଇ କହିଛି।

ଆସନ୍ତା 12ରୁ ବେଙ୍ଗାଲୁରୁ ରୁ ଗଡିବ 7  ନୂଆ ଟ୍ରେନ୍

author img

By

Published : Sep 11, 2020, 1:05 PM IST

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ସ୍ୱତନ୍ତ୍ର ଟ୍ରେନ୍ ବ୍ୟତୀତ ବେଙ୍ଗାଲୁରୁରୁ 7 ନୂଆ ଟ୍ରେନ୍ ଆରମ୍ଭ ହେବ ବୋଲି ଦକ୍ଷିଣ ପଶ୍ଚିମ ରେଳବାଇ କହିଛି। ଆସନ୍ତା 12, 2020 ଠାରୁ ବେଙ୍ଗାଲୁରୁ ଡିଭିଜନରୁ ସାତଟି ନୂଆ ଟ୍ରେନ ସେବା ଆରମ୍ଭ ହେଉଛି। ଏହି ସେବାଗୁଡିକ ପୂର୍ବରୁ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନ୍ ବ୍ୟତୀତ ଚାଲିବ ବୋଲି ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ବରିଷ୍ଠ ନାଗରିକ, ଭିନ୍ନକ୍ଷମ, ଶିଶୁ ଏବଂ ଛାତ୍ରଙ୍କ ପରି ଯାତ୍ରୀ କିମ୍ବା ଛାଡିବା ପାଇଁ ଷ୍ଟେସନରେ ଆସୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଜନସାଧାରଣଙ୍କ ସୁବିଧା ପାଇଁ ତୁରନ୍ତ ପ୍ରଭାବ ସହିତ କେଏସଆର ବେଙ୍ଗାଲୁରୁ, ଯସନ୍ତପୁର ଏବଂ ବେଙ୍ଗାଲୁରୁ କ୍ୟାଣ୍ଟନମେଣ୍ଟ ରେଳ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ ପ୍ରଦାନ କରାଯିବ ବୋଲି ଏଥିରେ କୁହାଯାଇଛି।

କୋରୋନା ଭାଇରସ୍ ମହାମାରୀ ପରେ ଭିଡ଼କୁ ଏଡାଇବା ପାଇଁ ଏହି ଷ୍ଟେସନଗୁଡିକରେ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ଅସ୍ଥାୟୀ ଭାବରେ 10 ରୁ 50 ଟଙ୍କାକୁ ବୃଦ୍ଧି କରାଯିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.