ETV Bharat / bharat

ଯବାନ ନିଖୋଜ, ଝେଲମ ନଦୀରେ ବୁଡିଯାଇଥିବା ସନ୍ଦେହ - ଝେଲମ ନଦୀରେ ଯବାନ ବୁଡି ଯାଇଥିବା ସନ୍ଦେହ

ଘାଟିରେ ସେନା ପାଇଁ ମଧ୍ୟ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବାରାମୁଲ୍ଲା ଜିଲ୍ଲା ଅନ୍ତର୍ଗତ ସେନା ୟୁନିଟରୁ ଜଣେ ଯବାନ ନିଖୋଜ ହୋଇଯାଇଛନ୍ତି।

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Jun 7, 2020, 7:54 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସେନାକୁ ରବିବାର ବଡ ସଫଳତା ମିଳିଥିଲା । ସେନାଗୁଳିରେ 5 ଆତଙ୍କୀ ନିହତ ହୋଇଥିଲେ । ଅନ୍ୟପଟେ ଘାଟିରେ ସେନା ପାଇଁ ମଧ୍ୟ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବାରାମୁଲ୍ଲା ଜିଲ୍ଲା ଅନ୍ତର୍ଗତ ସେନା ୟୁନିଟରୁ ଜଣେ ଯବାନ ନିଖୋଜ ହୋଇଯାଇଛନ୍ତି।

ପୋଲିସର ସୂଚନାନୁସାରେ, ବୋନିୟର୍ ପୋଲିସ୍ ପୋଷ୍ଟ (ଉରି) ରେ 8 ଟି ଜାଟ୍ ରେଜିମେଣ୍ଟର ଆଡଜୁଟାଣ୍ଟ ଯବାନ ନିଖୋଜ ହୋଇଥିବା ରିପୋର୍ଟ ଦାଖଲ ହୋଇଛି ।

ପୋଲିସ କହିଛି ଯେ 25 ବର୍ଷିୟ ନିଖୋଜ ଯବାନ ଉତ୍ତରପ୍ରଦେଶର ଅଟନ୍ତି । ସିସିଟିଭି ଫୁଟେଜରୁ ଏହା ଜଣାପଡିଛି ଯେ ଯବାନ ଜଣକ ଝେଲମ୍ ନଦୀରେ ବୁଡ଼ି ଯାଇଛନ୍ତି । ବର୍ତ୍ତମାନ ଯବାନ ଜଣଙ୍କୁ ଖୋଜିବାରେ ସେନାର ଉଦ୍ୟମ ଜାରି ରହିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.