ETV Bharat / bharat

କାଲକାଜୀ ସମେତ ଦିଲ୍ଲୀର 11 ମନ୍ଦିରରୁ ଅଯୋଧ୍ୟା ଗଲା ପବିତ୍ର ମାଟି

author img

By

Published : Jul 26, 2020, 9:42 PM IST

ଦିଲ୍ଲୀର 11ଟି ପବିତ୍ର ସ୍ଥାନର ମାଟି ଅଧୋଧ୍ୟା ପଠାଯାଇଛି । ଏଥିରେ ସାମିଲ ରହିଛି ପ୍ରସିଦ୍ଧ କାଲକାଜୀ ମନ୍ଦିର । ଜାଣନ୍ତୁ ଏହି ମନ୍ଦିରର ବିଶେଷତ୍ବ । ଅଧିକ ପଢନ୍ତୁ...

କାଲକାଜୀ ସମେତ ଦିଲ୍ଲୀର 11 ମନ୍ଦିରରୁ ଅଯୋଧ୍ୟା ଗଲା ପବିତ୍ର ମାଟି
କାଲକାଜୀ ସମେତ ଦିଲ୍ଲୀର 11 ମନ୍ଦିରରୁ ଅଯୋଧ୍ୟା ଗଲା ପବିତ୍ର ମାଟି

ନୂଆଦିଲ୍ଲୀ: ଦୀର୍ଘ ଦିନର ପ୍ରତୀକ୍ଷା ପରେ ଅଯୋଧ୍ୟାରେ ଆରମ୍ଭ ହେବାକୁ ଯାଉଛି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ । ଆସନ୍ତା 5 ଅଗଷ୍ଟରେ ବେଶ ଧୂମଧାମରେ ହେବ ଭୂମିପୂଜା କାର୍ଯ୍ୟ । ଏଥିପାଇଁ ସାରା ଦେଶର ବିଭିନ୍ନ ନଦୀର ପବିତ୍ର ଜଳ, ପବିତ୍ର ସ୍ଥାନର ମାଟି ଆଦି ଯୋଗାଡ କରିବାର କାର୍ଯ୍ୟ କରାଯାଉଛି । ଏହି କ୍ରମରେ ଦିଲ୍ଲୀର 11ଟି ପବିତ୍ର ସ୍ଥାନର ମାଟି ଅଧୋଧ୍ୟା ପଠାଯାଇଛି । ଏଥିରେ ସାମିଲ ରହିଛି ପ୍ରସିଦ୍ଧ କାଲକାଜୀ ମନ୍ଦିର ।

ଦେଶର ସିଦ୍ଧ ପୀଠ ମଧ୍ୟରେ ସାମିଲ ରହିଛି କାଲକାଜୀ ମନ୍ଦିର । ଏଠାରେ ଦେବତାମାନେ ମା' ଭଗବତୀଙ୍କର ପୂଜାର୍ଚ୍ଚନା କରି ତାଙ୍କୁ ପ୍ରସନ୍ନ କରାଇଥିଲେ । ତେବେ ଯିଏ ବି ବିଧିବିଧାନ ଅନୁଯାୟୀ ପୂଜା କରିବ ତାର ସମସ୍ତ ମନୋକାମନା ପୁରଣ ହେବା ନେଇ ବରଦାନ ଦେଇଥିଲେ ମା' । ଏନେଇ ସାରା ଦେଶରେ ଏହା ସିଦ୍ଧ ପୀଠ କାଲକାଜୀ ମନ୍ଦିର ନାଁରେ ପ୍ରସିଦ୍ଧ । ତେବେ ଏଠାରୁ ମଧ୍ୟ ପବିତ୍ର ମାଟି ରାମ ମନ୍ଦିର ନିର୍ମାଣ ପାଇଁ ପଠାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.