ETV Bharat / bharat

ଲକଡାଉନରେ ବି ମେଳାରେ ଏକାଠି ଶତାଧିକ ଲୋକ - lockdown

ଲକଡାଉନରେ ବି ମେଳାରେ ଏକାଠି ଶତାଧିକ ଲୋକ । ଅନୁମତି ଦେଇ ଥିବା ଅଧିକାରୀ ନିଲମ୍ବିତ । ଅଧିକ ପଢନ୍ତୁ...

Social distancing norms flouted as crowd gathers for village fair in Karnataka
ଲକଡାଉନରେ ବି ମେଳାରେ ଏକାଠି ଶତାଧିକ ଲୋକ
author img

By

Published : May 16, 2020, 12:55 AM IST

ବେଙ୍ଗାଲୁରୁ: ସାମାଜିକ ଦୂରତା ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଂଘନ । କର୍ଣ୍ଣାଟକର ରାମାନଗର ଜିଲ୍ଲାର ଏକ ଗାଁ ମନ୍ଦିର ମେଳାରେ ବହୁ ସଂଖ୍ୟାରେ ଲୋକମାନେ ଏକତ୍ରିତ ହୋଇଥିଲେ ।

ଗୁରୁବାର ଦିନ ବହୁ ସଂଖ୍ୟାରେ ଲୋକ ଏହି ମେଳାରେ ସାମିଲ ହେବାକୁ ଏକାଠି ହୋଇଥିଲେ । ତେବେ ଏହି ଘଟଣା ନେଇ ସ୍ଥାନୀୟ ତହସିଲଦାରଙ୍କ କହିବାନୁସାରେ, ସମାବେଶ ପାଇଁ ଅନୁମତି ପ୍ରଦାନ କରିଥିବାରୁ ଅଧିକାରୀଙ୍କୁ ରାମନଗର ଡେପ୍ୟୁଟି କମିଶନର ନିଲମ୍ବିତ କରିଥିଲେ ।

ଜନସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଏବଂ କୋରୋନା ଭାଇରସ୍ ବିସ୍ତାର ପାଇଁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଏହି ସମୟରେ, କର୍ଣ୍ଣାଟକରୁ ଆହୁରି 45 ଟି କୋଭିଡ-19 ମାମଲା ଆସିଛି । ଶୁକ୍ରବାର ରାଜ୍ୟରେ ମୋଟ କୋରୋନା ମାମଲା 1,032 କୁ ପହଞ୍ଚିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ ପାଇଛି ।

@ANI

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.