ETV Bharat / bharat

ବାପା ବୈଦେଶିକ ମନ୍ତ୍ରୀ, ପାସପୋର୍ଟ ବନାଇବାରେ ପୁଅ କରିବେନି ସାହାଯ୍ୟ ! - ପାସପୋର୍ଟ

ବୈଦେଶିକ ମନ୍ତ୍ରୀ ଭାବେ ଏସ.ଜୟଶଙ୍କରଙ୍କୁ ମିଳିଛି ଦାୟିତ୍ବ । ଏହାକୁ ନେଇ ଜୟଶଙ୍କରଙ୍କ ପୁଅ ଏକ ଟ୍ବିଟ୍ କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଫାଇଲ ଫଟୋ
author img

By

Published : Jun 1, 2019, 12:12 AM IST

ନୂଆଦିଲ୍ଲୀ: ନୂଆ କରି ମୋଦିଙ୍କ କ୍ୟାବିନେଟ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ଏସ.ଜୟଶଙ୍କର । ପ୍ରଧାନମନ୍ତ୍ରୀ ତାଙ୍କୁ ବୈଦେଶିକ ମନ୍ତ୍ରାଳୟର ଦାୟିତ୍ବ ଦେଇଛନ୍ତି । ଜୟଶଙ୍କର ବୈଦେଶିକ ମନ୍ତ୍ରୀ ହେବା ପରେ ତାଙ୍କ ପୁଅ ଟ୍ବିଟ୍ କରି ଟିପ୍ପଣୀ କରିଛନ୍ତି ।

s.jaishankar
ଫଟୋ ସୌଜନ୍ୟ: ଟ୍ବିଟର@d_jaishankar

ପୁଅ ଧ୍ରୃବ ଜୟଶଙ୍କର ଟ୍ବିଟ୍ କରି ଲେଖିଛନ୍ତି, କେହି କିଛି କହିବା ଆଗରୁ ମୁଁ ସ୍ପଷ୍ଟ କରିଦେବାକୁ ଚାହୁଁଛି । ମୁଁ କାହାରିକୁ ପାସପୋର୍ଟ କିମ୍ବା ଭିସା ପାଇଁ ସାହାଯ୍ୟ କରି ପାରିବି ନାହିଁ । ଏହାସହ ବିଦେଶରେ ଜେଲରେ ରହି ଭୋଗୁଥିବା ସମସ୍ୟା ମଧ୍ୟ ସମାଧାନ କରି ପାରିବି ନାହିଁ । ମୋ ନିଜ ପାଖରେ ଅନେକ ସମସ୍ୟା ରହିଛି ।

ତେବେ ଧ୍ରୃବଙ୍କ ଏହି ଟ୍ବିଟ୍ ପରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା କରାଯାଉଛି । ଏହି ଟ୍ବିଟଟି ଭାଇରାଲ ହେବାରେ ମଧ୍ୟ ଲାଗିଛି ।

ସଖାଳ ୮ଟାରେ ପୋଷ୍ଟାଲ ବେଲଟ୍ ଆରମ୍ଭ ।୮.୩୦ରେ ଭିଭିପାଟ୍ ।ପ୍ରାଥମିକ ଟ୍ରେଣ୍ଡ ରେ ୧୦.୫୦ ସମୟରେ ।ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ସୂଚନା 
ଲୋକସଭାରେ 
୧୯ଟି ରେ ଆସନର ଟ୍ରେଣ୍ଡ ଆସିଛି  ୧୨ଟି ଆସନ ରେ ବିଜେଡି ଲିଡ୍ ,୭ଟି ଆସନ ରେ ଭାରତୀୟ ଜନତା ପାର୍ଟି ଆଗୁଆ ରହିଥିବା ସୂଚନା ଦେଇଛନ୍ତି ସିଇଓ ।ବିଧାନସଭା କ୍ଷେତ୍ରରେ ୬୧ ଆସନରେ ଟ୍ରେଣ୍ଡ ରେ ବିଜେପି ୧୩ଟି ରେ ଆଗୁଆ ,ବିଜେଡି ୪୬ଟି ଆସନ ରେ ଆଗୁଆ ,କଂଗ୍ରେସ ୨ ଟି ଆସନ ରେ ଆଗୁଆ ରହିଛି ।୧୪୬ଟି  ଚାଲିଛି ବୋଲି ସିଇଓ କହିଛନ୍ତି ।
 କେନ୍ଦ୍ରାପଡା ଓ କଟକ ଛାଡି ଲୋକସଭାର ଟ୍ରେଣ୍ଡ କୈଣସି ସୂଚନା ଆସିନାହିଁ 
ଆସିକା ରେ ବିଜେଡି ଆଗୁଆ
ବାଲେଶ୍ବର ରେ ବିଜେଡି ୨୭୬
ବରଗଡ ରେ ସୁରେଷ ପୁଜାରେ ୧୯୨୧
ବ୍ରହ୍ମପୁର ରେ ବିଜେଡି ୩୦୦୯ ଭୋଟ
ଭଦ୍ରକ ରେ ବିଜେପି ୧୦୫ ରେ ଆଗୁଆ
ଭୁବନେଶ୍ୱର ରେ ବିଜେଡ ଆଗୁଆ
ବଲାଙ୍ଗୀର ବିଜେପି ଆଗୁଆ
ଢେ଼ଙ୍କାନାଳ ରେ ବିଜେପି ଆଗୁଆ
ଜଗତସିଂହପୁର ବିଜେଡି ୭୦୦ଭୋଟ ରେ ଆଗୁଆ
ଯାଯପୁର ରେ ବିଜେଡି ୯୦୦୦ ଭୋଟ ଆଗୁଆ
କନ୍ଧମାଳ ବିଜେଡି ଆଗୁଆ ୪୩୪୫
କେନ୍ଦୁଝର ରେ ବିଜେଡି ୯୨୫ ଭୋଟ ରେ ଆଗୁଆ 
କୋରାପୁଟ ରେ ୧୩୦୦ ଭୋଟ ରେ କଂଗ୍ରେସ ଠାରୁ ଆଗୁଆ
ପୁରୀ ରେ ବିଜେଡି ଆଗୁଆ ୧୧୦୦ ଭୋଟ 
ସମ୍ବଲପୁର ରେ ବିଜେପି ୪୫୦
ସୁନ୍ଦରଗଡ ରେ ୯୩୯ ଭୋଟ ରେ ବିଜେପି ଜୁଏଲ ଓରାମ ଆଗୁଆ ଅଛନ୍ତି 
ମୟୂରଭଞ୍ଜ ରେ ବିଜେଡି ଆଗୁଆ 
ନବରଙ୍ଗପୁର ରେ ବିଜେଡି ଆଗୁଆ 
ଆନନ୍ଦ ପୁର ରେ ଇଭିଏମ କାମ କରୁନଥିବା ବେଳେ ,ପଛରେ  ଭିଭିପାଟ୍ ମେସିନ ଗଣା ଯିବ 

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.