ETV Bharat / bharat

ଦୀପାବଳିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ଛଅ ଯୁବକ

author img

By

Published : Nov 15, 2020, 12:42 PM IST

ତେଲେଙ୍ଗାନାର ଦୁଇଟି ସ୍ଥାନରେ ଅଘଟଣ । ଗୋଧୋଇବାକୁ ଯାଇ ନଦୀରେ ବୁଡିଗଲେ ଛଅଜଣ ଯୁବକ । ଅଧିକ ପଢନ୍ତୁ...

ଗାଧୋଇବାକୁ ଯାଇ ବୁଡିଗଲେ ଛଅ ଯୁବକ
ଗାଧୋଇବାକୁ ଯାଇ ବୁଡିଗଲେ ଛଅ ଯୁବକ

ହାଇଦ୍ରାବାଦ:ଦୀପାବଳୀରେ ଅଘଟଣ । ତେଲେଙ୍ଗାନାରେ ଦୁଇଟି ଅଞ୍ଚଳରେ ଛଅଜଣ ଯୁବକ ନଦୀରେ ବୁ଼ଡି ଯାଇଥିବା ଘଟଣା ଘଟିଛି । ଦୁଇଜଣଙ୍କର ମୃତଦେହ ମିଳିଥିବା ବେଳେ ଅନ୍ୟ ଚାରିଜଣଙ୍କର ମୃତଦେହ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଶନିବାର ଗୋଦାବରୀ ନଦୀକୁ ଗାଧୋଇବାକୁ ଯାଇ ଭେଙ୍କଟପୁରମ ମଣ୍ଡଳ ଜିଲ୍ଲାର ଚାରି ଜଣ ଯୁବକ ବୁଡିଯାଇଥିବା ବେଳେ କାମାରେଡି ଜିଲ୍ଲାର ଦୁଇଜଣ ଯୁବକ ନିଜାମାସାରଗ ପ୍ରକଳ୍ପକୁ ଗାଧୋଇବାକୁ ଯାଇ ବୁଡିଯାଇଛନ୍ତି । ନିଜାମାସାର ପ୍ରକଳ୍ପ ବନ୍ୟା ଫାଟକ ନିକଟରେ ଗାଧୋଇବାବେଳେ ଦୁଇଜଣ ଯୁବକ ଗଭୀର ପାଣିରେ ଭାସିଯାଇଥିଲେ ।

ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣଘଙ୍କର ମୃତଦେହ ଉଦ୍ଧାର କିରିଛି । ଅନ୍ୟ ଚାରିଜଣଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର ହୋଇଥିବା ଦୁଇ ଯୁବକ ଦେଲେ ତାମ୍ମୁ ତାରିଖ ଓ ରାମଭାରପୁ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.