ETV Bharat / bharat

ରାଜ୍ୟରେ ପୁଣି 6 କୋରୋନା ଆକ୍ରାନ୍ତ, ଗୋଟିଏ ଦିନରେ 13 ନୂଆ ମାମଲା - corna virus

ରାଜ୍ୟରେ ପୁଣି 6 କୋରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

six new corona positive cases
ରାଜ୍ୟରେ ପୁଣି 6 କୋରୋନା ଆକ୍ରାନ୍ତ, ଗୋଟିଏ ଦିନରେ 13 ନୂଆ ମାମଲା
author img

By

Published : Apr 20, 2020, 3:28 PM IST

Updated : Apr 20, 2020, 6:07 PM IST

ଭୁବନେଶ୍ବର: ରାଜ୍ୟରେ ପୁଣି 6 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବର୍ତ୍ତମାନ 6ଟି କୋରୋନା ପଜିଟିଭ୍ ରିପୋର୍ଟ ସାମ୍ମନାକୁ ଆସିବା ପରେ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 74ରେ ପହଞ୍ଚିଛି। ବର୍ତ୍ତମାନ 24 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 49ଟି ଆକ୍ଟଭି କେସ ରହିଛି।

ସୂଚନା ଥାଉକି, ଆଜି ସକାଳୁ 7ଟି ନୂଆ ମାମଲା ନେଇ ଖବର ଦେଇଥିଲା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ବର୍ତ୍ତମାନ ନୂଆ 6ଟି ସଂକ୍ରମିତ ମାମଲାର ଟ୍ରାଭେଲ ହିଷ୍ଟ୍ରି ସରକାର ଜାରି କରିନାହିଁନ୍ତି। ତେବେ ସକାଳେ ଚିହ୍ନଟ ହୋଇଥିବା 7ଟି ମାମଲାରୁ 5ଟି ଭଦ୍ରକ ଓ 2ଟି ବାଲେଶ୍ବରର ବୋଲି ଜଣାପଡିଥିଲା।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Apr 20, 2020, 6:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.