ETV Bharat / bharat

ଏଥରେ ୟୁପିରେ 6 ମୁସଲିମ ସାଂସଦ - up

ଚଳିତ ନିର୍ବାଚନରେ ଦେଖାଦେଇଛି ବିରାଟ ପରିବର୍ତ୍ତନ । ନିର୍ବାଚିତ ହୋଇଛନ୍ତି 6 ମୁସଲିମ ସାଂସଦ । ଉତ୍ତରପ୍ରଦେଶ ଅମରୋହା ଆସନରୁ କୁଅଁର ଦନିଶ ଅଲ୍ଲୀ, ଗାଜିପୁରରୁ ଅଫଜଲ ଅନସାରୀ, ସହାରଣପୁରରୁ ହାଜି ଫଜଲୁରହମାନ, ଏସପି ଟିକଟରେ ମୁରାଦାବାଦରୁ ଏସଟି ହସନ ଏବଂ ରାମପୁରରୁ ଆଜମ ଖାନ ଏବଂ ସମ୍ଭଲରୁ ସଫିକୁରହମାନ ବର୍କ ବିଜୟୀ ।

ଫାଇଲ ଫଟୋ
author img

By

Published : May 25, 2019, 12:13 AM IST

ଲକ୍ଷ୍ନୌ : ସରିଲା ଚଳିତ ଲୋକସଭା ନିର୍ବାଚନ । ବାହାରିଲା ଫଳାଫଳ । ପୁଣି ଥରେ ଶାସନକୁ ଫେରିଲା ଏନଡିଏ । ତେବେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ କିଛି ବର୍ଷ ହେବ କୌଣସି ମୁସଲିମ ନେତାଙ୍କୁ ମିଳୁନଥିଲା ଆସନ । କିନ୍ତୁ ଚଳିତ ନିର୍ବାଚନରେ ଦେଖାଦେଇଛି ବିରାଟ ପରିବର୍ତ୍ତନ । ଆଉ ନିର୍ବାଚିତ ହୋଇଛନ୍ତି 6 ମୁସଲିମ ସାଂସଦ ।

2014ରେ ଲୋକସଭା ନିର୍ବାଚନ ପାଇଁ ବିଜେପି ଗୋଟିଏ ମାତ୍ର ମୁସଲିମ ପ୍ରାର୍ଥୀଙ୍କୁ ଟିକଟ ଦେଇନଥିଲା । କେବଳ ବିଜେପି ନୁହେଁ ଅନ୍ୟ ଦଳରୁ ମଧ୍ୟ କୌଣସି ମୁସଲିମ ପ୍ରାର୍ଥୀ ନିର୍ବାଚନ ଲଢିନଥିଲେ । ଏହାର କାରଣ ଥିଲା ଭୋଟ ବ୍ୟାଙ୍କରେ ବିଏସପି, ଏସପି ଏବଂ କଂଗ୍ରେସ ଭିତରେ ବାଣ୍ଟି ହୋଇଯାଇଥିଲା । ଚଳିତ ଥର ଏସପି, ବିଏସପି ଏବଂ ଆରଏଲଡି ଏକାଠି ମୈଦାନରେ ଥିଲେ ତେଣୁ ମୁସଲମାନ ଭୋଟବ୍ୟାଙ୍କ ହୋଇଗଲା ।

ବର୍ତ୍ତମାନ ବିପକ୍ଷ ପାଇଁ 6 ମୁସଲିମ ଚେହେରା ରହିଛନ୍ତି । ଉତ୍ତରପ୍ରଦେଶ ଅମରୋହା ଆସନରୁ କୁଅଁର ଦନିଶ ଅଲ୍ଲୀ, ଗାଜିପୁରରୁ ଅଫଜଲ ଅନସାରୀ, ସହାରଣପୁରରୁ ହାଜି ଫଜଲୁରହମାନ, ଏସପି ଟିକଟରେ ମୁରାଦାବାଦରୁ ଏସଟି ହସନ ଏବଂ ରାମପୁରରୁ ଆଜମ ଖାନ ଏବଂ ସମ୍ଭଲରୁ ସଫିକୁରହମାନ ବର୍କ ବିଜୟୀ ହୋଇଛନ୍ତି ।

Intro:Body:

fghf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.