ETV Bharat / bharat

କାର୍ ଦୁର୍ଘଟଣାରେ ଗୋଟିଏ ପରିବାରର 6 ମୃତ

କାର୍ ଦୁର୍ଘଟଣାରେ ଚାଲିଯାଇଛି ଗୋଟିଏ ପରିବାରର 6 ଜଣଙ୍କ ଜୀବନ। ଏଭଳି ଅଭାବୀନୟ ଘଟଣା ଘଟିଛି ତାମିଲନାଡୁର କୋଏମ୍ବଟୁରରେ ।

author img

By

Published : Mar 13, 2019, 3:23 PM IST

ସୋସିଆଲ ମିଡିଆ

ତାମିଲନାଡୁ: କାର୍ ଦୁର୍ଘଟଣାରେ ଚାଲିଯାଇଛି ଗୋଟିଏ ପରିବାରର 6 ଜଣଙ୍କ ଜୀବନ। ଏଭଳି ଅଭାବୀନୟ ଘଟଣା ଘଟିଛି ତାମିଲନାଡୁର କୋଏମ୍ବଟୁରରେ । ତେବେ କାରଟି ଏକ କେନାଲ ମଧ୍ୟକୁ ପ୍ରବେଶ କରିବା ଫଳରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

ଏହି ଦୁଃଖଦ ଘଟଣାଟି ତାମିଲନାଡୁର ପୋଲାଚି କେନାଲ ନିକଟରେ ରାତି ପ୍ରାୟ 1. 30 ସୁଦ୍ଧା ଘଟିଥିଲା । ଘଟଣା ବିଷୟରେ ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚିବା ସହ କାରଟିକୁ କେନାଲ ଭିତରୁ ଉଦ୍ଧାର କରିଛି ।

ହେଲେ କାର ଭିତରେ ଥିବା 6 ଜଣ ବ୍ୟକ୍ତି ମୃତ ଥିବା ସୂଚନା ମିଳିଛି । ପୋଲିସ ମୃତଦେହ ଗୁଡିକୁ ଉଦ୍ଧାର କରି ପୋଲାଚୀ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।

OD_KPT_Mushroom_Santakar_12-3-19
ବୋରିଗୁମ୍ମା ବଜାରରେ ଲୋକେ ଅପେକ୍ଷା କରନ୍ତି ଓ ବ୍ୟବସାୟୀ ସିଧାସଳଖ କାମରା ଗାଁ ରେ ପହଂଚିଯାନ୍ତି । ବାହାଘର ବ୍ରତଘରେ ବ୍ୟସ୍ତ ଥିବା  ଲୋକେ ବହୁ ସଂଖ୍ୟାରେ ବୋରିଗୁମ୍ମା ବ୍ଲକ ର ଏହି ଛୋଟ ଗାଁ କାମରା କୁ ଧାଇଁ ଆସନ୍ତି । ନୀତିଦିନ ଲୋକଙ୍କ ଗହଳି ଲାଗିବା ପୂର୍ବରୁ ସୁରୁଜର ପ୍ରଥମ କିରଣର ସ୍ପର୍ଶ ପାଇଁ ବ୍ୟାକୁଳ ପ୍ରାୟ ଛତୁ ନିଜ ନିଜ ନଡ଼ାର ଶେଯରୁ ଟିକି ଟିକି ମୁଣ୍ଡଗୁଡିକୁ ବାହାରକୁ ବାହାର କରିଥାନ୍ତି । ଗାଁ ର ମହିଳା ମାନେ ଜୀବିକା ମିଶନ ର ସହଯୋଗରେ ଏକାଠି ହୋଇ ସ୍ୱୟଂ ସହାୟକ ଗୋଷ୍ଠି ତିଆରି କରି ତିନୋଟି ଅଲଗା ଅଲଗା ସ୍ଥାନରେ ୩୦୦ ରୁ ଉର୍ଧ୍ୱ ଛତୁ ବେଡ଼ ପ୍ରସ୍ତୁତ କରିଛନ୍ତି । ବେଡ଼ ପିଛା ୫୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଗୋଟାଏ ବେଡ଼ ରୁ ଅନ୍ୟୁନ ୨୦୦ ଟଙ୍କା ଲାଭ ମିଳୁଥିବା ଯୋଗୁଁ ପରିବାର ଲୋକେ ଆନନ୍ଦିତ ହୋଇଉଠିଛନ୍ତି । ଲାଭ ଅର୍ଥକୁ ଗୋଷ୍ଠୀର ଉନ୍ନତି ଓ ନିଜ ପରିବାରର ବହୁବିଧ ଉନ୍ନତି କରିବା ଦିଗରେ ଖର୍ଚ କରୁଥିବା ଏସଏଚଜି ମହାସଂଘ ର କର୍ମକର୍ତା ଶକୁନ୍ତଳା ଗୌଡ଼ ସୂଚନା ଦେଇଛନ୍ତି । ମିଶନ ତରଫରୁ ମହାସଂଘକୁ କାର୍ଯ୍ୟକାରୀ ଅର୍ଥ ପ୍ରଦାନ କରାଯାଇଛି ଯେଉଁଥିରୁ ମହାସଂଘ ଅଂଚଳର ସ୍ୱୟଂ ସହାୟକ ଗୋଷ୍ଠୀକୁ ସହଜ କିସ୍ତି ରେ ଋଣ ଦେଉଥିବା ଜିଲ୍ଲା ପ୍ରକଳ୍ପ ପରିଚାଳିକା ସୁଶ୍ମିତା ସାମନ୍ତରାୟ ଜଣାଇଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠି ପ୍ରତିଦିନର ବଜାର ଅବସ୍ଥା ଓ ତାକୁ ନେଇ ନିଜ ନିଜ ଛତୁ ବ୍ୟବସାୟର ସାମୁହିକ ଆକଳନ କରିବା ସହ ଭବିଷ୍ୟତ କାର୍ଯ୍ୟପନ୍ଥା ର ଯୋଜନା କରି ଆସୁଥିବା ଯୋଗୁଁ ଚତୁଚାଷ ର ସଫଳତାକୁ ମହିଳାଙ୍କ ଭିତରେ  ଆସିଥିବା ସ୍ୱୟଂସିଦ୍ଧ ହେବାର ସାମର୍ଥ୍ୟର ମୂଳ କାରଣ ବୋଲି ଗ୍ରାମବାସୀ ମତଦେଇଛନ୍ତି ।
Byte :ଧନାଇ ନାୟକ , ଏସଏଚଜି ସଦସ୍ୟ
Byte :ଶକୁନ୍ତଳା ଗୌଡ଼ , ମହାସଂଘ କର୍ମକର୍ତା
Byte : ଭୀଷ୍ମ ଗୌଡ଼ , ଗ୍ରାମବାସୀ
Byte : ସୁଶ୍ମିତା ସାମନ୍ତରାୟ , ଜିଲ୍ଲା ପ୍ରକଳ୍ପ ପରିଚାଳିକା, ଜୀବିକା ମିଶନ
.........
ଶାନ୍ତାକାର
କୋରାପୁଟ
...........

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.