ETV Bharat / bharat

ପାକିସ୍ତାନୀ-ବାଂଲାଦେଶୀ ମୁସଲମାନଙ୍କୁ ଦେଶରୁ ବାହାର କରାଯାଉ: ଶିବସେନା

ଦେଶକୁ ଚାଲି ଆସିଥିବା ପାକିସ୍ତାନୀ ଏବଂ ବାଂଲାଦେଶୀ ମୁସଲମାନଙ୍କୁ ଭାରତରୁ ବାହାର କରାଯିବା ଦରକାର । ଏଥିରେ କୌଣସି ସନ୍ଦେହ ନାହିଁ । ଦଳୀୟ ମୁଖପତ୍ର ‘ସାମ୍ନା’ରେ ଏଭଳି ବୟାନ ରଖିଛି ଶିବସେନା ।

sivasena statement on bangladesh- pakistan muslim
ବାଙ୍ଗଲାଦେଶ-ପାକିସ୍ତାନରୁ ଆସିଥିବା ମୁସଲିମଙ୍କ ଉପରେ ଶିବସେନାର ବିବାଦସ୍ପଦ ବୟାନ
author img

By

Published : Jan 25, 2020, 6:28 PM IST

Updated : Jan 25, 2020, 7:12 PM IST

ନୂଆଦିଲ୍ଲୀ: ଭାରତକୁ ଚାଲି ଆସିଥିବା ପାକିସ୍ତାନୀ ଏବଂ ବାଂଲାଦେଶୀ ମୁସଲମାନଙ୍କୁ ଭାରତରୁ ବାହାର କରାଯିବା ଦରକାର । ଏଥିରେ କୌଣସି ସନ୍ଦେହ ନାହିଁ । ଦଳୀୟ ମୁଖପତ୍ର ‘ସାମ୍ନା’ରେ ଏଭଳି ବୟାନ ରଖିଛି ଶିବସେନା। ନାଗରିକତା ସଂଶୋଧନ ଆଇନ(ସିଏଏ) ଏବଂ ଜାତୀୟ ନାଗରକିତା ପଞ୍ଜିକା(ଏନଆରସି) ଆଦି ପ୍ରସଙ୍ଗରେ ରାଜନୈତିକ ବୟାନ ବାଜି ଜାରି ରହିଛି । ଏ ସମ୍ପର୍କରେ ଶିବସେନାର ବୟାନ ଆସିବା ପରେ ଏଥିରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡି ହୋଇଛି । ବିଜେପି ନେତୃତ୍ବାଧିନ ଏନଡିଏ ମେଣ୍ଟରୁ ଅଲଗା ହେବା ପରେ ନାଗରିକତା ସଂଶୋଧନ ବିଲ ପାସ ହେବା ସମୟରେ ଶିବସେନା କେନ୍ଦ୍ର ମୋଦି ସରକାରକୁ ସର୍ମଥନ କରିଥିଲା । ଯାହା ଫଳରେ ଏହା ସଂସଦର ଉଭୟ ଗୃହରେ ପାରିତ ହୋଇ ପାରିଥିଲା ।

Intro:Body:

BLANK FOR LINK 

Conclusion:
Last Updated : Jan 25, 2020, 7:12 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.