ETV Bharat / bharat

ଦୀପାବଳିରେ ଝଲସୁଛି ଶିବସେନା ଭବନ ଓ ଛତ୍ରପତି ଶିବାଜୀ ଷ୍ଟେସନ

author img

By

Published : Oct 27, 2019, 9:44 AM IST

ଆଲୋକର ପର୍ବ ଦୀପାବଳି ଅବସରରେ ମୁମ୍ବାଇରେ ଶିବସେନା କାର୍ଯ୍ୟାଳୟ ଓ ଛତ୍ରପତି ଶିବାଜୀ ଷ୍ଟେସନ ବିଭିନ୍ନ ରଙ୍ଗର ଆଲୋକମାଳାରେ ସଜାଇ ହୋଇଛି ।

ଫଟୋ ସୌଜନ୍ୟ: ଏଏନଆଇ

ହାଇଦ୍ରାବାଦ: ଆଲୋକର ପର୍ବ ଦୀପାବଳି ଅବସରରେ ମୁମ୍ବାଇରେ ଶିବସେନା କାର୍ଯ୍ୟାଳୟ ଓ ମହାରାଜା ଛତ୍ରପତି ଶିବାଜୀ ରେଳ ଷ୍ଟେସନ ବିଭିନ୍ନ ରଙ୍ଗର ଆଲୋକମାଳାରେ ଝଲସୁଛି । ଦୀପାବଳି ଅବସରରେ ଶିବସେନା କାର୍ଯ୍ୟାଳୟରେ ଉତ୍ସବମୁଖର ହୋଇଉଠିଛି ।

ବିଭିନ୍ନ ରଙ୍ଗର ଆଲୋକ ଦ୍ବାରା ଦଳର ଦିଂବଗତ ନେତାମାନଙ୍କୁ ମନେପକାଇ କାର୍ଯ୍ୟାଳୟକୁ ଉଜ୍ଜଳମୟ କରାଯାଇଛି । ଶିବସେନା ପାର୍ଟିର ପ୍ରତିଷ୍ଠାତା କେଶବ ଠାକରେ ଏବଂ ମହାରାଜା ଶିବାଜୀଙ୍କର ପ୍ରତିମୂର୍ତ୍ତିକୁ ମଧ୍ୟ ଆଲୋକମାଳାରେ ସଜାଯାଇଛି ।

ଶିବସେନାର ଦୀପାବଳି ପାଳନ ଏହି ବର୍ଷ ସ୍ବତନ୍ତ୍ର ହୋଇଛି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ୱର୍ଲି ଆସନରୁ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି । ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ଅଛନ୍ତି । ଦୀପାବଳି ଅବସରରେ ମୁମ୍ବାଇରେ ଥିବା ଛତ୍ରପତି ଶିବାଜୀ ମହାରାଜା ଟର୍ମିସନ (ସିଏମଏସଟି) ରେଳଷ୍ଟେସନ ରଙ୍ଗବେରଙ୍ଗର ଆଲୋକମାଳାରେ ଉଜ୍ଜଳମୟ ହୋଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.