ନୂଆଦିଲ୍ଲୀ: ଆଜି ଅପରାହ୍ନ 4ଟାରେ ପୁଣି ଆତ୍ମନିର୍ଭର ଭାରତ ଅଭିଯାନର ଆଉ ଆର୍ଥିକ ପେଡି ଖୋଲିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବୁଧବାର ପ୍ରଥମ ପର୍ଯ୍ୟାୟରେ ପାଖାପାଖି 6 ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ ।
ବୁଧବାର ବିଶେଷ କରି MSME ଉପରେ ଅଧିକ ଫୋକସ ଥିବାବେଳେ ଆଜି ଅନ୍ୟ ସେକ୍ଟର ଉପରେ ଫୋକସ କରିବେ ଅର୍ଥମନ୍ତ୍ରୀ ।