ETV Bharat / bharat

ପ୍ଲାଷ୍ଟିକମୁକ୍ତ ଅଭିଯାନ ପାଇଁ ଶ୍ୟାମ ବୈରାଗୀଙ୍କ ସୁପରହିଟ ଗୀତ - Shyam Bairagi's new song

ଗାଡି ୱାଲା ଆୟା ଘରସେ କଚରା ନିକାଲ୍...ଏହି ଗୀତ ଶୁଣିବା ପରେ ମଧ୍ୟ ଭାରତର ଅଧିକାଂଶ ଲୋକେ ଘରର ଆବର୍ଜନା ଧରି ବାହାରକୁ ଚାଲି ଆସନ୍ତି । ଜାଣିଛନ୍ତି କି, ସମାଜରେ ଆଦୃତ ଲାଭ କରିଥିବାର ଏହି ଗୀତକୁ କିଏ ଗାଇଛନ୍ତି ? ଜାଣିବା ପାଇଁ ପଢନ୍ତୁ ଆମର ସ୍ବତନ୍ତ୍ର ରିପୋର୍ଟ ।

plastic
ଶ୍ୟାମ ବୈରାଗୀଙ୍କ ଗୀତ ସମାଜକୁ ଦେଉଛି ସଚେତନତା ବାର୍ତ୍ତା
author img

By

Published : Dec 25, 2019, 8:00 AM IST

ଭୋପାଳ: ଗାଡି ୱାଲା ଆୟା ଘରସେ କଚରା ନିକାଲ୍....ପ୍ଲାଷ୍ଟିକ ଆବର୍ଜନା ସଂଗୃହିତ ପାଇଁ ଲେଖାଯାଇଥିବା ଏହି ଗୀତ ଅଳ୍ପ ଦିନରେ ବେଶ୍ ପରିଚିତ ଲାଭ କରିଛି । ସକାଳୁ ସକାଳୁ ଏହି ଗୀତ ବାଜିବା କ୍ଷଣି ଯିଏ ଯୋଉ କାମ କରୁଥିଲେ ବି ଘରର ଅଳିଆ ଆବର୍ଜନା ଧରି ବାହାରକୁ ଦୌଡି ଆସନ୍ତି । ଆଉ ଏହି ଗୀତକୁ ଗାଇଛନ୍ତି ମଧ୍ୟପ୍ରଦେଶର ଶ୍ୟାମ ବୈରାଗ ।

ଶ୍ୟାମ ବୈରାଗୀଙ୍କ ଗୀତ ସମାଜକୁ ଦେଉଛି ସଚେତନତା ବାର୍ତ୍ତା

ଜୀବଜଗତ ପାଇଁ ବିପଦ ସୃଷ୍ଟି କରିଛି ପ୍ଲାଷ୍ଟିକ । ତଥାପି ଦେଶର ଅଧିକାଶଂ ଗାଁ ଓ ସହରରେ ବେଧଡକ ଭାବେ ଚାଲିଛି ଏହାର ବ୍ୟବହାର । ଯାହାର ପରିଣାମ ସ୍ବରୂପ ଆଜି ପ୍ରଦୂଷଣ ମାତ୍ରା ଦ୍ବିଗୁଣିତ ହୋଇଛି । ପ୍ଲାଷ୍ଟିକର ଭୟାବହତା ସମ୍ପର୍କରେ ଜାଣି ବି କରିଚାଲିଛନ୍ତି ଅବାଧ ବ୍ୟବହାର । ଅତ୍ୟଧିକ ପ୍ଲାଷ୍ଟିକ ବ୍ୟବହାର ଯୋଗୁଁ ଫସଲ ନଷ୍ଟ ହେବା ସହ ନଦୀ ଶୁଖି ଯିବାର ସମ୍ଭାବନା ରହିଛି ।

ଏକ ସର୍ଭେକ୍ଷଣରୁ ଜଣାପଡିଛି, ପୃଥିବୀ ପୃଷ୍ଠରେ ଏତେମାତ୍ରାରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ରହିଛି, ଯାହାଦ୍ବାରା ପୃଥିବୀକୁ ଘୋଡାଇ ଦିଆଯାଇପାରିବ । ମୁଖ୍ୟତଃ ପ୍ଲାଷ୍ଟିକ ବିଘଟନ ହେବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ତାପପାତ୍ରା ପୃଥିବୀରେ ନାହିଁ, ଫଳରେ ଏହା ବିଘଟନ ହେବା ପରିବର୍ତ୍ତେ ଅବଶେଷ କାଳ କାଳ ପର୍ଯ୍ୟନ୍ତ ପଡିରହେ ।

ଏକକ ବ୍ୟବହୃତ ପ୍ଲାଷ୍ଟିକର ଭୟାବହତକୁ ଦୃଷ୍ଟିରେ ରଖି ପ୍ଲାଷ୍ଟିକ ବ୍ୟାନ ପାଇଁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ବାନରେ ପ୍ରେରିତ ହୋଇ ମଧ୍ୟପ୍ରଦେଶ ମଣ୍ଡଲାର ଗାୟକ ତଥା ଲେଖକ ଶ୍ୟାମ ବୈରାଗୀ ଏକ ଗୀତ ଗାଇଛନ୍ତି ।

ଶ୍ୟାମ ବୈରାଗୀ କିଏ ?

ଶ୍ୟାମ ବୈରାଗୀ ହେଉଛନ୍ତି ମଧ୍ୟପ୍ରଦେଶ ମାଣ୍ଡଲାର ନିବାସୀ । ପେଶାରେ ସେ ଜଣେ ପ୍ରାଥମିକ ସ୍କୁଲର ଶିକ୍ଷକ । ଗୀତକାର ଭାବେ ସେ ଆଞ୍ଚଳିକ ଭାଷାରୁ ଗୀତ ଗାଇବା ଆରମ୍ଭ କରିଥିଲେ । ବୈରାଗୀ ବର୍ତ୍ତମାନ ସୁଦ୍ଧା 36ଟି ଗୀତରେ କଣ୍ଠଦାନ କରିସାରିଛନ୍ତି । ସେ ଗାଇଥିବା ଗୀତ ଗୁଡିକକୁ ବିଭିନ୍ନ ସରକାରୀ ଯୋଜନା ଓ ଲୋକଙ୍କୁ ରୋଗ ସମ୍ପର୍କରେ ସଚେତନ କରାଯାଏ । କେବଳ ରୋଗ ନୁହେଁ ପ୍ଲାଷ୍ଟିକ ବ୍ୟବହାର ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଗୀତ ମଧ୍ୟ ଲେଖିଛନ୍ତି ସେ । ପ୍ଲାଷ୍ଟିକ ବିରୋଧରେ ଲଢେଇ ଜାରି ରଖିଥିବା ବୈରାଗୀ କୁହନ୍ତି, ବର୍ତ୍ତମାନ ଠୁ ଯଦି ପ୍ଲାଷ୍ଟିକ ବିରୋଧରେ ଲଢେଇ ନ କରାଯାଏ । ଆଗକୁ ଗୋଟେ ଇଞ୍ଚ ସଫା ଜାଗା ପାଇଁ ଲୋକେ ଲଢେଇ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

Shyam Bairagi's new song creates awareness about the evils of plastic!

Mandla (Madhya Pradesh): Most of the villages and cities in the country today are often seen buried under toxic and harmful plastic wastes. Despite knowing and being aware of the ills of using plastic, we still use it and are advancing towards a world that will be devoid of crops on lands, water in the rivers and will just have an earth that is being crushed under a plastic demon.

 A recent survey revealed that the amount of single-use plastic currently lying discarded in the world was enough to cover the entire surface of the earth thrice. The earth does not have enough pressure and temperature required to disintegrate plastic, which results in the plastic remaining in its original state for thousands of years.

Seeing the environmental hazards caused by single-use plastic, Prime Minister Narendra Modi has now urged the citizens to stop the use of plastic. Inspired by this, singer and songwriter from Mandala district in Madhya Pradesh, Shyam Bairagi, has penned down and given his voice to a song titled ' Gaadi Wala Aya Ghar Se Kachra Nikal'. Explaining about the evils of plastic in his song, Bairagi urges the people to bid a permanent goodbye to plastic.

Who is Shyam Bairagi?

Shyam Bairagi, a resident of village Indri in the Mandla district, is a primary school teacher by profession. The start of his musical journey was in the regional languages and dialects, and he has penned over 36 songs so far.

All his songs explain and create awareness about various government schemes and campaigns as well as about the diseases prevalent in villages.

Although Bairagi has written and sung many songs, his song 'Gaadi Wala Aaya Ghar Se Kachra Nikal' is by far the most famous and widely accepted song in not just Chattisgarh but the entire country, and the song is played during the morning waste collection.

 It was this song that helped Bairagi become a part of the Gandhi Jayanti celebrations in Gujarat which was attended by Narendra Modi as well as other cleanliness enthusiasts from across the country. Shyam penned down 'Plastic Tata Tata, Plastic Bye Bye' after this event.  

Shyam Bairagi says that plastic is harmful to everyone and everything, animals and humans and earth alike. If a war against plastic is not declared now, it won't be long before people fight for mere inches of clean land.

---------------------------------------------

VO:Most of the villages and cities in the country today are often seen buried under toxic and harmful plastic wastes. 

GFX: Cities buried under toxic and harmful plastic wastes

VO:Despite knowing and being aware of the ills of using plastic, we still use it and are advancing towards a world that will be devoid of crops on lands and water in the rivers. 

GFX: We are advancing towards a world that will be devoid of crops on lands and water in the rivers

VO: A recent survey revealed that the amount of single-use plastic currently lying discarded in the world was enough to cover the entire surface of the earth thrice. 

GFX: Discarded plastics are enough to cover the entire surface of the earth thrice

VO: The earth does not have enough pressure and temperature required to disintegrate plastic, which results in the plastic remaining in its original state for thousands of years. 

GFX:  Plastic remains in its original state for thousands of years

VO: Seeing the environmental hazards caused by single-use plastic, Prime Minister Narendra Modi has now urged the citizens to stop the use of plastic. Inspired by this, singer and songwriter from Mandla district in Madhya Pradesh, Shyam Bairagi, has penned down and given his voice to a song titled ' Gaadi Wala Aya Ghar Se Kachra Nikal'.

GFX: Shyam Bairagi penned down song to create awarness

Byte

--Shyam Bairagi

  Songwriter

I thank ETV Bharat for helping me create awareness about the evils of Plastic. 

(3:27)

Because of ETV Bharat, my voice reached every corner of India.

(3:36)

An event was held in Gujarat where PM Modi urged people to stop using plastic. He inspired me to write on plastic. (4:00)

Plastic is very dangerous not only for India but the entire world. (4:08)

==== Byte till (4:10)

VO: Bairagi has penned down over 36 songs so far. All his songs explain and create awareness about various government schemes and campaigns as well as about the diseases prevalent in villages. He penned down a song to create awareness against single use plastic

GFX: His songs create awareness about various government schemes and campaigns

VO: Shyam Bairagi says  If a war against plastic is not declared now, it won't be long before people fight for mere inches of clean land.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.