ଲକ୍ଷ୍ନୌ: ଭଗବାନଙ୍କୁ ମଧ୍ୟ ଘାରିଛି କୋରୋନା ଭୟ । ଯାହାକୁ ନେଇ ଉତ୍ତରପ୍ରଦେଶର ବାରଣାସୀ ସ୍ଥିତ ପ୍ରହ୍ଲାଦେଶ୍ବର ମନ୍ଦିରରେ କୋରୋନାରୁ ରକ୍ଷା ପାଇବା ପାଇଁ ଭଗବାନ ପ୍ରତିଶେଧକ ଗ୍ରହଣ କରଛନ୍ତି । ଆଉ ଏଥିପାଇଁ ଭଗବାନ ଶିବ ଲିଙ୍ଗରେ ମାସ୍କ ପିନ୍ଧାଯାଇଛି ।
-
Varanasi:The 'Shivling' at Prahladeshwar temple have been covered with a mask&posters have been put up in temple appealing devotees to not touch the idols.A devotee says,"we are urging ppl not to touch the idols.If idols are touched,#coronavirus will spread & infect more people." pic.twitter.com/c0ZTGjVtFM
— ANI UP (@ANINewsUP) March 10, 2020 " class="align-text-top noRightClick twitterSection" data="
">Varanasi:The 'Shivling' at Prahladeshwar temple have been covered with a mask&posters have been put up in temple appealing devotees to not touch the idols.A devotee says,"we are urging ppl not to touch the idols.If idols are touched,#coronavirus will spread & infect more people." pic.twitter.com/c0ZTGjVtFM
— ANI UP (@ANINewsUP) March 10, 2020Varanasi:The 'Shivling' at Prahladeshwar temple have been covered with a mask&posters have been put up in temple appealing devotees to not touch the idols.A devotee says,"we are urging ppl not to touch the idols.If idols are touched,#coronavirus will spread & infect more people." pic.twitter.com/c0ZTGjVtFM
— ANI UP (@ANINewsUP) March 10, 2020
ଭକ୍ତଙ୍କ କହିବାନୁଯାୟୀ, ସମସ୍ତ ଭକ୍ତଙ୍କୁ ଭଗବାନଙ୍କୁ ଦର୍ଶନ କରିବାକୁ ଆସି ପୂଜା କରିବା ସମୟରେ ଶିବ ଲିଙ୍ଗକୁ ନଛୁଇଁବାକୁ କୁହାଯାଇଛି। ନଚେତ କୋରୋନା ଭାଇରସ ଲୋକଙ୍କ ମଧ୍ୟରେ ବ୍ୟାପିବ । ଯାହାଫଳରେ ଲୋକେ ସଂକ୍ରମିତ ହୋଇପାରନ୍ତି ।