ETV Bharat / bharat

ଅଣସଙ୍ଗଠିତ କ୍ଷେତ୍ରର ଲୋକଙ୍କ ଆକାଉଣ୍ଟରେ 10 ହଜାର ଟଙ୍କା ଦେବାକୁ ମୋଦିଙ୍କୁ ଶିବ କୁମାରଙ୍କ ଅନୁରୋଧ - karnataka

ଅଣସଙ୍ଗଠିତ କ୍ଷେତ୍ରର ଲୋକଙ୍କ ଆକାଉଣ୍ଟରେ 10 ହଜାର ଟଙ୍କା ଜମା ନେଇ ମୋଦିଙ୍କୁ ଶିବ କୁମାରଙ୍କ ଅନୁରୋଧ । ଅଣସଙ୍ଗଠିତ ସେକ୍ଟରରେ ଧୋବା, ରୋଷେଇଆ, ବଢେଇ, ସ୍ୱିପର, ଡ୍ରାଇଭର ଏବଂ ଅଟୋରିକ୍ସା ଡ୍ରାଇଭର ରହିଛନ୍ତି। ଅଧିକ ପଢନ୍ତୁ...

shivkumar urges pm to deposit 10,000 in account people in unorgasised
ଅଣସଙ୍ଗଠିତ କ୍ଷେତ୍ରର ଲୋକଙ୍କ ଆକାଉଣ୍ଟରେ 10 ହଜାର ଟଙ୍କା ଜମା ନେଇ ମୋଦିଙ୍କୁ ଶିବ କୁମାରଙ୍କ ଅନୁରୋଧ
author img

By

Published : Apr 19, 2020, 7:15 AM IST

ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାର ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଣସଙ୍ଗଠିତ କ୍ଷେତ୍ରର ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅତି କମରେ 10,000 ଟଙ୍କା ଜମା

କରିବାକୁ ନିବେଦନ କରିଛନ୍ତି। "ଅଣସଙ୍ଗଠିତ ସେକ୍ଟରରେ ଧୋବା, ରୋଷେଇଆ, ବଢେଇ, ସ୍ୱିପର, ଡ୍ରାଇଭର ଏବଂ ଅଟୋରିକ୍ସା ଡ୍ରାଇଭର ରହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଲୋକଙ୍କୁ ସହାୟକ ହେବା ବିଷୟରେ ଗତ ସପ୍ତାହରେ ଦେଇଥିବା ସମ୍ବୋଧନରେ କିଛି କହି ନାହାଁନ୍ତି ବୋଲି ଶିବକୁମାର କହିଛନ୍ତି । ଲକ ଡାଉନକୁ ମେ 3 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଘୋଷଣା କରିଥିଲେ।

"ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରୁଛି ଯେ, ପଞ୍ଜୀକୃତ ହୋଇନଥିବା କ୍ଷେତ୍ରର ସଦସ୍ୟମାନଙ୍କୁ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ ଅନୁଯାୟୀ ପଞ୍ଜୀକୃତ କରନ୍ତୁ କିମ୍ବା ଅଣସଂଗଠିତ କ୍ଷେତ୍ରର ପ୍ରତ୍ୟେକ ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅତି କମରେ 10,000 ଟଙ୍କା ଜମା କରନ୍ତୁ, ସେମାନଙ୍କୁ ଲକଡାଉନରୁ ବଞ୍ଚିବାରେ ସାହାଯ୍ୟ କରନ୍ତୁ ବୋଲି କହିଛନ୍ତି ସେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.