ETV Bharat / bharat

ନିର୍ବାଚନ ଆୟୋଗଙ୍କୁ କଡା ଟିପ୍ପଣୀ କରି ବିବାଦରେ ଶିବସେନା - controversial

ନିର୍ବାଚନ ଆୟୋଗଙ୍କୁ ସିଧାସଳଖ ଚ୍ୟାଲେଞ୍ଜ ଦେଉଛନ୍ତି ନେତା । ଏହି କ୍ରମରେ ମହାରାଷ୍ଟ୍ରରୁ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ନିର୍ବାଚନୀ ଆଚରଣ ବିଧିକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ।

ଫାଇଲ ଫଟୋ
author img

By

Published : Apr 15, 2019, 6:48 PM IST

ମୁମ୍ବାଇ: ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ଦେଶରେ ଲାଗୁ ହୋଇଛି ନିର୍ବାଚନୀ ଆଚରଣ ବିଧି । କିନ୍ତୁ ଏହି ଆଚରଣ ବିଧିର ଖୋଲାଖୋଲି ଉଲଘଂନ କରୁଛନ୍ତି ସମସ୍ତ ଦଳର ନେତା । ଏହାସହ ନିର୍ବାଚନ ଆୟୋଗଙ୍କ ପାଇଁ ସିଧାସଳଖ ଚ୍ୟାଲେଞ୍ଜ ସୃଷ୍ଟି କରୁଛନ୍ତି ନେତା । ଏହି କ୍ରମରେ ମହାରାଷ୍ଟ୍ରରୁ ଶିବସେନା ବରିଷ୍ଠ ନେତା ସଞ୍ଜୟ ରାଉତ ନିର୍ବାଚନୀ ଆଚରଣ ବିଧିକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ।

  • #WATCH Maharashtra: Shiv Sena's Sanjay Raut speaks on Model Code of Conduct during Elections. Says, "...Hum aise log hain, bhaad mein gaya kanoon, achar sanhita bhi hum dekh lenge. Jo baat hamare mann mein hai wo agar hum mann se bahar nahi nikalein to ghutan si hoti hai" (14.04) pic.twitter.com/9B6w1yAawJ

    — ANI (@ANI) April 15, 2019 " class="align-text-top noRightClick twitterSection" data=" ">

ଆଚରଣ ବିଧି ବୋଲି କିଛି ନାହିଁ । ଏହା କେବଳ ଲୋକଦେଖାଣିଆ ପାଇଁ କରାଯାଇଛି । ଏପରି ଆଇନ, ନିର୍ବାଚନୀ ବିଧିକୁ ଶିବସେନା ପ୍ରତ୍ୟାଖାନ କରେ । ବରଂ ଯେଉଁ କଥା ମନରେ ଅଛି, ତାହାକୁ ଯଦି ପ୍ରକାଶ ନ କରିବୁ ତେବେ ନିଶ୍ବାସ ନେବାକୁ କଷ୍ଟ ହୋଇଥାଏ ବୋଲି ଶିବସେନା ନେତା କହିଛନ୍ତି ।

ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମେଣ୍ଟ କରି ଲୋକସଭା ନିର୍ବାଚନ ଲଢୁଛନ୍ତି । ମହାରାଷ୍ଟ୍ରର ୪୮ଟି ଲୋକସଭା ଆସନରୁ ବିଜେପି ୨୫ ଓ ଶିବସେନା ୨୩ ଆସନରେ ନିର୍ବାଚନ ଲଢୁଛି ।

Intro:Body:

'ଏଥର ପୁରୀରେ କଂଗ୍ରେସ ପାଇବ ସଫଳତା' 

ପୁରୀ: ବିଧାନସଭା ଆସନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଅରୋ ପ୍ରସାଦ ମିଶ୍ର । ଇଞ୍ଜିନିୟରିଂ ଶିକ୍ଷାଗତ ଯୋଗ୍ୟତା ଥିବା ଅରୋ ଉଚ୍ଚ ବେତନ ଥିବା ଚାକିରୀ ଛାଡି ସେ ରାଜନୀତିର ମଇଦାନରେ ଓହ୍ଲାଇଛନ୍ତି । ପୁରୀ ବାସୀଙ୍କ ସେବା ପାଇଁ ସେ ରାଜନୀତିରେ ପାଦ ଥାପିଥିବା ବେଳେ ପୁରୀ ସହରବାସୀ ତାଙ୍କୁ ନେତା ବାଛିବା ପାଇଁ  ସେ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। 

ଏଥର ନିଶ୍ଚିତ ପୁରୀରେ କଂଗ୍ରେସ ସଫଳତା ପାଇବ ବୋଲି ଆଶା ବାନ୍ଧିଛନ୍ତି । କଂଗ୍ରେସ କର୍ମୀ ମଧ୍ୟ ତାଙ୍କ ପାଇଁ ଜୋରଦାର ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ତେବେ ଘରକୁ ଘର କ୍ୟାମ୍ପେନିଂ କରୁଥିବା ବେଳେ ପୁରୀ କଂଗ୍ରେସ ପ୍ରାର୍ଥୀ ଅରୋ ପ୍ରସାଦ ମିଶ୍ରଙ୍କୁ ଭେଟିଥିଲା ଆମ ଇଟିଭି ଭାରତ ଟିମ । 

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.