ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା ଶିବିରର ମହାରଥୀ, ରାଜ୍ୟସଭା ସାସଂଦ ତଥା ମୁଖପାତ୍ର ସଞ୍ଜୟ ରାଉତଙ୍କ ଅଚାନକ ସ୍ଵାସ୍ଥ୍ୟରେ ଅବନତି ଦେଖାଯିବାରୁ ତାଙ୍କୁ ସୋମବାର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ମହାରାଷ୍ଟ୍ର ସିଏମ୍ ସିଟ୍କୁ ନେଇ ଦୀର୍ଘ 18 ଦିନର କସରତ ପରେ ସୋମବାର ସସପେନ୍ସରୁ ପରଦା ଉଠିବ । ରାଜ୍ୟରେ ଶିବସେନା ସରକାର ଗଠନ କରିବା ଏକପ୍ରକାର ନିଶ୍ଚିତ ହୋଇଛି । ଏନସିପି ଓ କଂଗ୍ରେସ ସହ ଶିବସେନାର ଘନଘନ ଆଲୋଚନା ଜାରି ରହିଛି।
ହସ୍ପିଟାଲରେ ଭର୍ତ୍ତି ହେଲେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ - ହସ୍ପିଟାଲରେ ଭର୍ତ୍ତି ହେଲେ ସଞ୍ଜୟ ରାଉତ
ଶିବସେନା ମୁଖପାତ୍ର ସଞ୍ଜୟ ରାଉତଙ୍କ ଅଚାନକ ସ୍ଵାସ୍ଥ୍ୟରେ ଅବନତି ଦେଖାଯିବାରୁ ତାଙ୍କୁ ସୋମବାର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଧିକ ଖବର ପଢନ୍ତୁ...
ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା ଶିବିରର ମହାରଥୀ, ରାଜ୍ୟସଭା ସାସଂଦ ତଥା ମୁଖପାତ୍ର ସଞ୍ଜୟ ରାଉତଙ୍କ ଅଚାନକ ସ୍ଵାସ୍ଥ୍ୟରେ ଅବନତି ଦେଖାଯିବାରୁ ତାଙ୍କୁ ସୋମବାର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ମହାରାଷ୍ଟ୍ର ସିଏମ୍ ସିଟ୍କୁ ନେଇ ଦୀର୍ଘ 18 ଦିନର କସରତ ପରେ ସୋମବାର ସସପେନ୍ସରୁ ପରଦା ଉଠିବ । ରାଜ୍ୟରେ ଶିବସେନା ସରକାର ଗଠନ କରିବା ଏକପ୍ରକାର ନିଶ୍ଚିତ ହୋଇଛି । ଏନସିପି ଓ କଂଗ୍ରେସ ସହ ଶିବସେନାର ଘନଘନ ଆଲୋଚନା ଜାରି ରହିଛି।
BLANK FOR LINK
Conclusion: