ETV Bharat / bharat

କଂଗ୍ରେସର ମୁଖପାତ୍ର ରଣଦୀପ ସୁରଜେୱାଲାଙ୍କ ପିତୃ ବିୟୋଗ

author img

By

Published : Jan 20, 2020, 1:25 PM IST

ସୋମବାର ସକାଳେ କଂଗ୍ରେସର ମୁଖପାତ୍ର ରଣଦୀୟ ସୁରଜେୱାଲାଙ୍କ ପିତୃ ବିୟୋଗ ହୋଇଛି । ଦୀର୍ଘ ଦିନର ଅସୁସ୍ଥତା ପରେ ପରେ ସୋମବାର ରଣଦୀପଙ୍କ ପିତା ସମଶେର ସିଂହ ସୁରଜେୱାଲାଙ୍କ ନିଧନ ହୋଇଛି । ଅଧିକ ପଢନ୍ତୁ...

Shamsher Singh Surjewala, father of Randeep Surjewala
ଫାଇଲ ଫଟୋ

ଚଣ୍ଡିଗଡ: ସୋମବାର ସକାଳେ କଂଗ୍ରେସର ମୁଖପାତ୍ର ରଣଦୀୟ ସୁରଜେୱାଲାଙ୍କ ପିତୃ ବିୟୋଗ ହୋଇଛି । ଦୀର୍ଘ ଦିନର ଅସୁସ୍ଥତା ପରେ ପରେ ଆଜି ରଣଦୀପଙ୍କ ପିତା ସମଶେର ସିଂହ ସୁରଜେୱାଲାଙ୍କ ନିଧନ ହୋଇଛି ।

  • हरियाणा कांग्रेस के पूर्व अध्यक्ष, पूर्व नेता विपक्ष, पूर्व राज्यसभा सांसद एवं पूर्व मंत्री श्री शमशेर सिंह सुरजेवाला जी के निधन से गहरी पीड़ा हुई।

    उनका जाना एक बड़ी क्षति है, जिसकी पूर्ति करना संभव नहीं है।

    आज प्रदेश ने एक योग्य राजनेता, विकास पुरुष और बड़ा जनसेवक खो दिया है।

    — Kumari Selja (@kumari_selja) January 20, 2020 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ ବିଗତ ତିନି ଦିନ ହେବ ସମଶେର ସିଂହ ଏମ୍ସରେ ଚିକିତ୍ସିତ ହେଉଥିଲେ। ସେଠାରେ ଆଜି ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସୁରଜେୱାଲାଙ୍କ ପିତାଙ୍କ ନିଧନ ଖବର ପାଇଁ ଏମ୍ସରେ ପହଞ୍ଚିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ସୋମବାର ଅପରାହ୍ନ 3ଟାରେ ସମଶେର ସିଂହ ସୁରଜେୱାଲାଙ୍କ ଅନ୍ତିମ ସଂସ୍କାର ନରୱାନା ଠାରେ ହେବ ।

ସମଶେର ସିଂହ ସୁରଜେୱାଲା ହରିୟାଣା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ଅଧ୍ୟକ୍ଷ ଥିଲେ । ଏହାସହ ସେ 2005 ରୁ 2009 ପର୍ଯ୍ୟନ୍ତ କୈଥଲର ବିଧାୟକ ରହିଥିଲେ । ସମଶେର ସିଂହ ସୁରଜେୱାଲା 4 ଥର ମନ୍ତ୍ରୀ ପଦ ହାସଲ କରିଥିଲେ । ଏଥିସହ ଅଖିଳ ଭାରତୀୟ କିଷାନ ଖେତ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ରାଜ୍ୟସଭା ସଦସ୍ୟ ମଧ୍ୟ ରହିଥିଲେ ।

Intro:Body:

DUMMY

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.