ETV Bharat / bharat

ସାହିନବାଗ ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ ରବିଶଙ୍କର ପ୍ରସାଦ

author img

By

Published : Jan 27, 2020, 2:59 PM IST

ସାହିନବାଗ ଆନ୍ଦୋଳନକୁ ଟୁକଡେ ଟୁକଡେ ଗ୍ୟାଙ୍ଗ ସମର୍ଥନ କରୁଥିବା କହିଲେ ରବି ଶଙ୍କର। ଅଧିକ ପଢନ୍ତୁ...

Shaheen Bagh protest
ସାହିନବାଗ ଆନ୍ଦୋଳନ

ନୂଆଦିଲ୍ଲୀ : ସାହିନବାଗ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ରବିଶଙ୍କର ପ୍ରସାଦ। ସାହିନବାଗ ଏବେ ଏକ ଅଞ୍ଚଳ ହୋଇ ରହି ନାହିଁ , ଏବେ ବିଚାର କରିବାର ସମୟ ଆସିଛି। ଯେଉଁ ପତାକା ଲୋକଙ୍କୁ ସୁରକ୍ଷା ଯୋଗାଉଛି ସେହି ଅଞ୍ଚଳର ଲୋକମାନେ ଦେଶକୁ ଭାଙ୍ଗିବାକୁ ଚାହୁଁଛନ୍ତି।

ଏହି ଆନ୍ଦୋଳନକୁ ଟୁକଡେ ଟୁକଡେ ଗ୍ୟାଙ୍ଗ ସମର୍ଥନ କରୁଛି ବୋଲି କହିଛନ୍ତି ରବିଶଙ୍କର ପ୍ରସାଦ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.