ETV Bharat / bharat

ମରଣ ମୁହଁରେ ବୃଦ୍ଧ ଦମ୍ପତ୍ତି, ଦେଖନ୍ତୁ ଭିିଡିଓ... - ଲଗାଣ ବର୍ଷାରୁ ବନ୍ୟା

ବିହାରରେ କରାଳ ରୂପ ଧାରଣ କରିଛି ବନ୍ୟା । ତେବେ ରାଜ୍ୟର ଖଡଗପୁର କୃଷ୍ଣନଗର ଗାଁର ଏମିତି ଏକ ଦୃଶ୍ୟ ଯାହା ବୟାନ କରୁଛି କି ପ୍ରକୃତରେ ପ୍ରକୃତିର କେତେ କରାଳ ରୂପ । ତା ଆଗରେ ମନୁଷ୍ୟର ଶକ୍ତି ସାମର୍ଥ୍ୟ କିଛି ବି ନୁହେଁ ।

ଫଟୋ ସୌଜନ୍ୟ- ଇଟିଭି ଭାରତ ବ୍ୟୁରୋ
author img

By

Published : Oct 1, 2019, 4:04 PM IST

ପାଟନା: ବିହାରରେ କରାଳ ରୂପ ଧାରଣ କରିଛି ବନ୍ୟା । ରାଜ୍ୟରେ ଲଗାଣ ବର୍ଷା କାଳ ସାଜିଥିବା ବେଳେ ବନ୍ୟା ପରିସ୍ଥିତି ଉପୁଜିଛି । ତେବେ ଆଗାମୀ ସମୟରେ ମଧ୍ୟ ବର୍ଷା ହେବାକୁ ନେଇ ପାଣିପାଗ ବିଭାଗ ସତର୍କ କରାଇବା ପରେ ସମସ୍ତଙ୍କ ଛାତିରେ ଏବେ ଛନକା । କାରଣ ବନ୍ୟା ଯୋଗୁଁ ରାଜ୍ୟରେ 40 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ରାଜ୍ୟର ଖଡଗପୁର କୃଷ୍ଣନଗର ଗାଁର ଏମିତି ଏକ ଦୃଶ୍ୟ ଯାହା ବୟାନ କରୁଛି କି ପ୍ରକୃତରେ ପ୍ରକୃତିର କେତେ କରାଳ ରୂପ । ତା ଆଗରେ ମନୁଷ୍ୟର ଶକ୍ତି ସାମର୍ଥ୍ୟ କିଛି ବି ନୁହେଁ ।

ଏହି ଦୃଶ୍ୟକୁ ଟିକିଏ ଭଲ କରି ଦେଖନ୍ତୁ, ଖଣ୍ଡ ମଣ୍ଡଳରେ କେହି ନାହାଁନ୍ତି । ଯୁଆଡେ ଆଖି ଯାଉଛି ଖାଲି ପାଣି ଆଉ ପାଣି । ତେବେ ଏହି ଚିତ୍ରକୁ ଟିକିଏ ନଜର ପକାନ୍ତୁ ବନ୍ୟା ହେବା ଫଳରେ ଏକ ଛାତ ଉପରେ ବୃଦ୍ଧ ଦମ୍ପତ୍ତି ଆଶ୍ରୟ ନେଇଛନ୍ତି । କେତେ ଭୟଙ୍କର ଏହି ଦୃଶ୍ୟ ଦେଖନ୍ତୁ ଭିଡିଓ...

ଭିଡିଓ ସୌଜନ୍ୟ- ଇଟିଭି ଭାରତ ବ୍ୟୁରୋ

ମରଣକୁ ନିଜ ଆଖିରେ ଦେଖିଛନ୍ତି ଏହି ବୃଦ୍ଧ ଦମ୍ପତ୍ତି । ତେବେ ଏହି ଗାଁରେ ବନ୍ୟା ଆସିବା ଫଳରେ 40 ପରିବାର ଘର ଦ୍ବାର ଛାଡି ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ । ହେଲେ ବନ୍ୟା ପାଣିରେ ଫସି ରହିଥିଲେ ଏହି ଦମ୍ପତ୍ତି । ଏହାପରେ କିଛି ବାଟ ନପାଇ ନଖାଇ ନ ପିଇ ଛାତ ଉପରେ ଆଶ୍ରୟ ନେଇଥିଲେ । କେବଳ ସେତିକି ନୁହେଁ ନିଜ ଜୀବନକୁ ବାଜିରେ ଲଗାଇ ଗୃହପାଳିତ ପଶୁଙ୍କୁ ବି ନିଜ ସହ ଆଶ୍ରୟ ଦେଇଛନ୍ତି ବୃ୍ଦ୍ଧ ଦମ୍ପତ୍ତି ।

ଅନ୍ୟପଟେ ଘଟଣା ସମ୍ପର୍କରେ ଜଣାପଡିବା ପରେ ତାଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରହିଛି ।

Intro:मुंगेर - बाढ़ के पानी में फंसे आठ दिनों दम्पति. दूसरे की  छत पर रह रहे है दम्पति. बीमारी के कारण वो बाढ़ के पानी घटने का कर रहे इंताजर. घटना खड़गपुर प्रखंड के तेलियाडीह पंचायत के कृष्णा नगर गांव की. जिलाधिकारी ने रेस्क्यू टीम के जरिये दम्पति को बचाये जाने की कही बात. 
Body:मुंगेर जिले में छह प्रखंड के 18 पंचायत बाढ़ से पूरी तरह प्रभावित है. बरियारपुर-खड़गपुर मुख्य मार्ग के बीच तेलियाडीह पंचायत के कृष्णा नगर गांव में जहा लगभग आठ दिनों से अधिक समय से पानी भरा हुआ है वही इस गांव में बाढ़ के पानी को देखते हुए 40 परिवार घर छोड़कर सड़को के किनारे रहने को विवश है. वही इस गांव के दम्पति बाढ़ खत्म होने का इंतजार कर रहे है. लगातर हो रही बारिश को देखते हुए दम्पति उमाकांत पासवान व उसकी पत्नी गीता पड़ोसी के घर की छत पर शरण लिए हुए है. इस गांव में जब आठ से दस फिट पानी भर गया तो दम्पति छत पर अपने दो बकरी, चार मुर्गा के साथ रहने लगे. वही इस घटना की जानकारी जब दम्पति अपने प्रदेश में रह रहे बेटे को दी आज उनका बेटा घर पहुंचा. अपने माँ पिता को बचाने के लिए अधिकारियो से गुहार लगाई है.
बाइट -पुत्र Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.