ETV Bharat / bharat

ପାଣିରେ ଭାସିଲେ ଶହଶହ ମଲା ମାଛ, କାରଣ ଅସ୍ପଷ୍ଟ - Nanjundapuram Check Dam

ତାମିଲନାଡୁର କୋଏମ୍ବାଟୁର ଅଞ୍ଚଳରେ ମାଛ ମଡକ । ପାଣିରେ ଭାସୁଛନ୍ତି ଶହ ଶହ ମଲା ମାଛ । କୋଏମ୍ବାଟୁର ନଞ୍ଜୁନ୍ଦାପୁରମ୍‌ ଚେକ ଡ୍ୟାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଅଧିକ ପଢନ୍ତୁ...

Nanjundapuram Check Dam
ପାଣିରେ ଭାସିଲେ ଶହଶହ ମଲା ମାଛ, କାରଣ ଅସ୍ପଷ୍ଟ
author img

By

Published : Feb 7, 2020, 9:30 AM IST

ଚେନ୍ନାଇ: ତାମିଲନାଡୁର କୋଏମ୍ବାଟୁର ଅଞ୍ଚଳରେ ମାଛ ମଡକ । ପାଣିରେ ଭାସୁଛନ୍ତି ଶହ ଶହ ମଲା ମାଛ । କୋଏମ୍ବାଟୁର ନଞ୍ଜୁନ୍ଦାପୁରମ୍‌ ଚେକ ଡ୍ୟାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ତେବେ ମାଛ ଗୁଡିକର ମୃତ୍ୟୁର କାରଣ ଜଣାପଡିନାହିଁ । ପାଣିରେ କୌଣସି ବିଷାକ୍ତ ଜିନିଷ ପଡିଥିବା କାରଣରୁ ଏଭଳି ଘଟିଥିବା କୁହାଯାଉଛି । ସେପଟେ ପ୍ରଶାସନ ଏନେଇ ଅଧିକ ତଦନ୍ତ କରୁଛି ।

ଗତକାଲି(ଗୁରୁବାର) ଏଭଳି ଦୃଶ୍ୟ ସାମ୍ନାକୁ ଆସିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ମାଛ ଖାଇବାକୁ ନେଇ ଭୟ ଦେଖାଦେଇଛି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.