ETV Bharat / bharat

ପଞ୍ଜାବରେ 100 ପାରେଇଲେ କୋରୋନା ଆକ୍ରାନ୍ତ - କୋରୋନା ଅପଡେଟ

ପଞ୍ଜାବ ସରକାରଙ୍କ ସୂଚନାନୁସାରେ ସାତ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହାସହ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 106ରେ ପହଞ୍ଚିଛି । ଅଧିକ ପଢନ୍ତୁ...

seven-persons-tested-positive-for-covid-19-in-punjab-today
ପଞ୍ଜାବରେ 100 ପାରେଇଲେ କୋରୋନା ଆକ୍ରାନ୍ତ
author img

By

Published : Apr 9, 2020, 1:46 PM IST

ଅମୃତସର: ସାତ ଜଣ ନୂଆ ଆକ୍ରାନ୍ତଙ୍କ ସହ ପଞ୍ଜାବର କୋରୋନା ମାମଲା ଶହେ ପାର ହୋଇଛି । ଟେଷ୍ଟ ହୋଇଥିବା ନମୁନାରୁ ସାତଟି ପଜିଟିଭି ଥିବା ସ୍ପଷ୍ଟ ହୋଇଛି । ଏମାନଙ୍କ ମଧ୍ୟରେ ଜଣେ 18 ବର୍ଷିୟ ବାଳକ ଥିବା ଜଣାପଡିଛି ।

ପଞ୍ଜାବ ସରକାରଙ୍କ ସୂଚନା ମୁତାବକ ସାତ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହାସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 106ରେ ପହଞ୍ଚିଛି । 18 ବର୍ଷିୟ ବାଳକ ମୁକ୍ତାସର ସାହିବ ଜିଲ୍ଲାର ବୋଲି ଜଣାପଡିଛି ।

ଏହାସହ ସରକାର ତବଲିଙ୍ଗ୍‌ ଫେରନ୍ତାଙ୍କୁ ଦେଇଥିବା ଡେଡଲାଇନ ବୁଧବାର ରାତିରେ ଶେଷ ହୋଇଛି । ମଙ୍ଗଳବାର ସେମାନଙ୍କୁ 2 ଘଣ୍ଟାର ସମୟ ଦେଇଥିଲେ ସରକାର । ଏହା ଭିତରେ ପାଖ ପୋଲିସ ଷ୍ଟେସନରେ ରିପୋର୍ଟ ଦେବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ଭିତରେ ରିପୋର୍ଟ ନଦେଲେ ସେମାନଙ୍କ ନାମରେ ଅପରାଧିକ ମାମଲା ରୁଜୁ ହେବ ବୋଲି ସରକାର କହିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.