ETV Bharat / bharat

2ଟି ଅଟୋକୁ ଧକ୍କା ଦେଲା ଟ୍ରକ, 7 ମୃତ

ସୋମବାର ବିହାର ଗାୟା ଆମାସାର ବିଷ୍ଣୁପୁର ନିକଟରେ ଏକ ଟ୍ରକ ଦୁଇଟି ଅଟୋକୁ ଧକ୍କା ଦେଇଛି । ଫଳରେ ଘଟଣାସ୍ଥଳରେ 7 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 12 ଜଣ ଗୁରୁତର ଆହତ ହୋଇଛନ୍ତି ।

author img

By

Published : Jun 15, 2020, 2:47 PM IST

accident
ବିହାରରେ 2 ଅଟୋକୁ ଧକ୍କା ଦେଲା ଟ୍ରକ

ପାଟନା: 2 ଅଟୋକୁ ଧକ୍କା ଦେଲା ଟ୍ରକ । ଏହି ଘଟଣାରେ 7 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 12 ଜଣ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ସୋମବାର ବିହାର ଗାୟା ଆମାସାର ବିଷ୍ଣୁପୁର ନିକଟରେ ଏକ ଟ୍ରକ ଦୁଇଟି ଅଟୋକୁ ଧକ୍କା ଦେଇଛି । ଫଳରେ ଘଟଣାସ୍ଥଳରେ 7 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 12 ଜଣ ଗୁରୁତର ଆହତ ହୋଇଛନ୍ତି ।

ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.