ETV Bharat / bharat

ବିରୋଧ ପରେ ସ୍ଥିତି ସାମାନ୍ୟ, ଜାମିଆରେ ଆରମ୍ଭ ହେଲେ ସେମିଷ୍ଟାର ପରୀକ୍ଷା - ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟ

ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦିଲ୍ଲୀର ପ୍ରତିଷ୍ଠିତ ଜାମିଆ ମିଲ୍ଲିଆ ଇସଲାମିଆ ବିଶ୍ବବିଦ୍ୟାଳୟର ହଜାର ହଜାର ଶିକ୍ଷାର୍ଥୀ ଆନ୍ଦୋଳନ ଜାରି ରହିଥିଲା । ଫଳରେ ବିଶ୍ବବିଦ୍ୟାଳୟରେ ଡିସେମ୍ବର ମାସର ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ପରେ ସ୍ଥିତିରେ ସୁଧାର ଆସିବା ପରେ ସ୍ଥଗିତ ରଖାଯାଇଥିବା ପରୀକ୍ଷାକୁ ପୁନର୍ବାର ଆରମ୍ଭ କରାଯାଇଛି ।

exam started once again in Jamia
exam started once again in Jamia
author img

By

Published : Jan 29, 2020, 2:16 PM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦିଲ୍ଲୀର ପ୍ରତିଷ୍ଠିତ ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟର ହଜାର ହଜାର ଶିକ୍ଷାର୍ଥୀ ଆନ୍ଦୋଳନ ଜାରି ରହିଥିଲା । ଫଳରେ ବିଶ୍ବବିଦ୍ୟାଳୟରେ ଡିସେମ୍ବର ମାସର ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ପରେ ସ୍ଥିତିରେ ସୁଧାର ଆସିବା ପରେ ସ୍ଥଗିତ ରଖାଯାଇଥିବା ପରୀକ୍ଷାକୁ ପୁନର୍ବାର ଆରମ୍ଭ କରାଯାଇଛି । ପ୍ରଥମ ଦିନରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଗ୍ରାଜୁଏସନ, ପୋଷ୍ଟ-ଗ୍ରାଜୁଏସନ, ଏମ.ଫିଲ ଓ ପିଏଚଡି ପରୀକ୍ଷାରେ ଅନେକ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ଏହି ପରୀକ୍ଷା ଫେବୃଆରୀ 22 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ।

ଜାମିଆରେ ପରୀକ୍ଷା ଦୁଇଟି ସିଟିଂରେ ହେବ । ସକାଳ ସିଟିଂ 8ଟି ପରୀକ୍ଷା କେନ୍ଦ୍ରରେ ହେଉଥିବା ବେଳେ ଦ୍ବିପ୍ରହର ସିଟିଂ 12ଟି କେନ୍ଦ୍ରରେ ଆୟୋଜିତ ହେବ । ବୁଧବାର 29 ଜାନୁଆରୀରେ ସକାଳ ସିଟିଂ 3 ଓ ଦ୍ବିପ୍ରହର ସିଟିଂ 7ଟି କେନ୍ଦ୍ରରେ ହେଉଛି ।

ପରୀକ୍ଷା ପାଇଁ ହେଲ୍ପ ଡେସ୍କ ମଧ୍ୟ ଗଠନ କରାଯାଇଛି । ଜାମିଆ ଛାତ୍ରଙ୍କୁ ପରୀକ୍ଷା ସମ୍ବନ୍ଧୀୟ କୌଣସି ପ୍ରକାର ସୂଚନା ଜାଣିବା ପାଇଁ ‘ଜାମିଆ ହେଲ୍ପ ଡେସ୍କ’ ଗଠନ କରାଯାଇଛି । ଏହା ସହ ଏହାର ନମ୍ବରକୁ ମଧ୍ୟ ସାର୍ବଜନୀନ କରି ଦିଆଯାଇଛି । ସକାଳ 10ରୁ ସଂଧ୍ୟା 5ଟା ପର୍ଯ୍ୟନ୍ତ ପରୀକ୍ଷା ସମ୍ବନ୍ଧୀୟ କିଛି ବି ସୂଚନା ଏହିଠାରୁ ମିଳିପାରିବ ବୋଲି ସମସ୍ତଙ୍କୁ ଅବଗତ କରି ଦିଆଯାଇଛି ।

Intro:फ़ोटो व्रैप से सेंड किया है । नई दिल्ली । जामिया मिल्लिया इस्लामिया में प्रदर्शन के चलते शेष रह गई ऑड सेमेस्टर परीक्षाएं फिर से शुरू हो गई हैं. बता दें कि ग्रेजुएशन, पोस्ट ग्रेजुएशन, एमफिल और पीएचडी की हुई परीक्षा में परीक्षार्थियों की हाजिरी लगभग पूरी रही. बता दें कि यह परीक्षाएं 22 फरवरी तक चलेंगी.

Body:बड़ी संख्या में छात्रों ने परीक्षा दी जामिया में सीएए और एनआरसी को लेकर चल रहे विरोध प्रदर्शन के चलते दिसंबर माह की परीक्षाएं स्थगित हो गयी थीं. वहीं जनवरी में दोबारा परीक्षा शुरू हुई लेकिन पुलिस द्वारा विश्वविद्यालय में घुसकर की गई हिंसा के खिलाफ कार्यवाई की मांग को लेकर छात्रों के प्रदर्शन के चलते परीक्षा फिर से स्थगित करनी पड़ी. वहीं यह परीक्षाएं एक बार फिर शुरू हो गई हैं. वहीं पहले ही दिन बड़ी संख्या में छात्रों ने परीक्षा दी. बता दें कि यह परीक्षाएं 22 फरवरी तक चलेंगी. दोनों पालियों में आयोजित हुई परीक्षा बता दें कि यह परीक्षा दो पालियों में आयोजित की जा रही है. सुबह की पाली में परीक्षा 8 केंद्रों पर आयोजित हुई तो वहीं दोपहर की पाली में 12 केंद्रों पर परीक्षाएं आयोजित की गईं. बता दें कि बुधवार 29 जनवरी को सुबह की पाली में 3 और दोपहर की पाली में 7 केंद्रों पर परीक्षा होगी. हेल्प डेस्क भी बनाया गया वहीं जामिया छात्रों के लिए परीक्षा संबंधित किसी भी सवाल के लिए 'जामिया हेल्प डेस्क' भी बनाए गए हैं जिसका नंबर सार्वजनिक कर दिया गया है जिसपर छात्र सुबह 10 बजे से शाम 5 बजे तक फोन करके परीक्षा तालिका संबंधित कोई भी जानकारी ले सकेंगे.

Conclusion:जामिया मिल्लिया इस्लामिया में चल रहे सिटिजन अमेंडमेंट एक्ट और एनआरसी के खिलाफ विरोध प्रदर्शन के कारण सेमेस्टर परीक्षा स्थगित कर दी गई थी.

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.