ETV Bharat / bharat

ଅନୁପ୍ରବେଶ ବେଳେ ନଦୀରେ ବୁଡି 2 ଆତଙ୍କବାଦୀ ମୃତ - ନଦୀରେ ବୁଡି 2 ଆତଙ୍କବାଦୀ ମୃତ

ଜାମ୍ମୁ କାଶ୍ମୀରର ବାନ୍ଦିପୋରା ଜିଲ୍ଲାର ଲାଇନ୍ ଅଫ କଣ୍ଟ୍ରୋଲରେ ଅନୁପ୍ରବେଶ ଉଦ୍ୟମ ବେଳେ କିଶାନଗଙ୍ଗା ନଦୀରେ ବୁଡି ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । 2 ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

ଅନୁପ୍ରବେଶ ବେଳେ ନଦୀରେ ବୁଡି 2 ଆତଙ୍କବାଦୀ ମୃତ

author img

By

Published : Sep 7, 2020, 12:15 AM IST

ଶ୍ରୀନଗର: ଜାମ୍ମୁ କାଶ୍ମୀରର ବାନ୍ଦିପୋରା ଜିଲ୍ଲାର ଲାଇନ୍ ଅଫ କଣ୍ଟ୍ରୋଲରେ ଅନୁପ୍ରବେଶ ଉଦ୍ୟମ ବେଳେ କିଶାନଗଙ୍ଗା ନଦୀରେ ବୁଡି ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । 2 ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି ।

ଆତଙ୍କବାଦୀ ଦ୍ବୟଙ୍କ ନିକଟରୁ ଚାରିଟି ଏକେ-47 ମାଗାଜିନ, 115 ଏକେ-47 ରାଉଣ୍ଡ, 17ଟି 9 ମିମି ରାଉଣ୍ଡ ପିସ୍ତଲ, ହ୍ୟାଣ୍ଡ ଗ୍ରେନେଡ, ୱାୟାରଲେସ ସେଟ, ଚାରିଟି ହାତଘଣ୍ଟା, ଥଳି, ଜ୍ୟାକେଟ ଏବଂ ମ୍ୟାଟ୍ରିକ୍ସ ସିଟ ଉଦ୍ଧାର କରାଯାଇଛି ବୋଲି ଅଧିକାରୀ କହିଛନ୍ତି। ଉଦ୍ଧାର ହୋଇଥିବା ସାମଗ୍ରୀରୁ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ଡୋଗ୍ରିପୋରା ଅଞ୍ଚଳର ସମୀର ଅହମ୍ମଦ ଦାର ବୋଲି ଜଣାପଡିଛି।

ପୋଲିସ୍ ରେକର୍ଡ ଅନୁଯାୟୀ, ସମୀର ଅହମ୍ମଦ ଦାର ଗତ ମେ 2018ରୁ ନିଖୋଜ ଥିଲେ । ଏଲଓସି ପାରି ହେବା ପରେ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନରେ ଯୋଗ ଦେଇଥିଲେ। ଅନ୍ୟ ମୃତକ ପରିଚୟ ଜାଣିବାକୁ ଉଦ୍ୟମ କରାଯାଇଛି ।

@PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.