ETV Bharat / bharat

ସିକନ୍ଦରାବାଦ ରେଲୱେ ଷ୍ଟେସନରେ ବୋମା ଆତଙ୍କ

ସିକନ୍ଦରାବାଦ ରେଲୱେ ଷ୍ଟେସନରେ ବମ ଥିବା ନେଇ ଧମକଭରା ଫୋନ କଲ । ଅଧିକ ପଢନ୍ତୁ...

aa
ସିକନ୍ଦରାବାଦ ରେଲୱେ ଷ୍ଟେସନ ବମ ଆତଙ୍କ
author img

By

Published : Feb 24, 2020, 1:14 PM IST

ହାଇଦ୍ରାବାଦ: ସିକନ୍ଦରାବାଦ ରେଲୱେ ଷ୍ଟେସନରେ ବମ ଥିବା ନେଇ ଧମକଭରା ଫୋନ କଲ । ଆରପିଏଫ ତରଫରୁ ଖୋଳତାଡ ଆରମ୍ଭ ହୋଇଥିବା ବେଳେ ପରେ କୌଣସି ବମ ମିଳିନଥିବା ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାନୁଯାୟୀ, ସିକନ୍ଦରାବାଦ ରେଲୱେ ଷ୍ଟେସନର ପୋଲିସ ଇନସ୍ପେକ୍ଟର ଅଧି ରେଡ୍ଡୀଙ୍କ କହିବାନୁଯାୟୀ ରବିବାର ସନ୍ଧ୍ୟା ସମୟରେ ଷ୍ଟେସନରେ ବମ ଥିବା ନେଇ ଏକ ଫୋନ କଲ ଆସିଥିଲା । ଯାହାପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏମିତିକି ଏ ପର୍ଯ୍ୟନ୍ତ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ବମ ଥିବା ନେଇ ସୂଚନା ମିଳିପାରିନାହିଁ ।

ଏଠାରେ ସୂଚନା ଥାଉ ଯେ, ରାଜ୍ୟର ସବୁଠାରୁ ବଡ ଓ ବ୍ୟସ୍ତବହୁଳ ରେଲୱେ ଷ୍ଟେସନ ହେଉଛି ସିକନ୍ଦରାବାଦ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.