ETV Bharat / bharat

ମହାମାରୀ କୋରୋନା: ବିହାରର ଦୁଇ ଜିଲ୍ଲାରେ 144 ଧାରା ଜାରି - corona in bihar

କୋରୋନା ମୁକାବିଲା ପାଇଁ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି ବିହାର ସରକାର । ବିହାରର ବସ୍ତର ଓ ଶିବହର ଜିଲ୍ଲାରେ 144 ଧାରା ଜାରି ହୋଇଛି । ଅଧିକ ପଢନ୍ତୁ...

କୋରୋନା ପାଇଁ ବିହାରରେ 144 ଧାରା
କୋରୋନା ପାଇଁ ବିହାରରେ 144 ଧାରା
author img

By

Published : Mar 14, 2020, 5:26 PM IST

Updated : Mar 14, 2020, 5:43 PM IST

ପାଟନା: କୋରୋନାକୁ ନେଇ ସାରା ବିଶ୍ବ ଆତଙ୍କିତ । ଭାରତରେ ବି ଏହି ଭାଇରସ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଭାଇରସର ପ୍ରଭାବକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାର ମଧ୍ୟ ଆଲର୍ଟରେ । ସତର୍କତା ପାଇଁ ସମସ୍ତ ପ୍ରକାରର ଆବଶ୍ୟକୀୟ ଏବଂ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଏପରି ସ୍ଥିତିରେ କୋରୋନା ମୁକାବିଲା ପାଇଁ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି ବିହାର ସରକାର । ବିହାରର ବସ୍ତର ଓ ଶିବହର ଜିଲ୍ଲାରେ କୋରୋନା ପାଇଁ 144 ଧାରା ଜାରି ହୋଇଛି ।

କୋରୋନା ପାଇଁ ବିହାରରେ 144 ଧାରା

କୋରୋନା ପ୍ରଭାବକୁ ଦୃଷ୍ଟିରେ ରଖି ବସ୍ତରରେ 144 ଧାରା ଜାରି ହୋଇଥିବା ଜିଲ୍ଲାପାଳ ଅମନ ସମୀର ସୂଚନା ଦେଇଛନ୍ତି । ଏହାସହ 31 ମାର୍ଚ୍ଚ ଯାଏ ଜିଲ୍ଲାର ସମସ୍ତ ସ୍କୁଲ କଲେଜ ମଧ୍ୟ ବନ୍ଦ ନେଇ ଘୋଷଣା କରାଯାଇଛି । କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବସ୍ତରର 8ଟି ଓ୍ବାର୍ଡ ପ୍ରସ୍ତୁତ କରାଯାଇଥିବା ବେଳେ ପ୍ରତି ପ୍ରାଥମିକ କେନ୍ଦ୍ରରେ 22ଟି ଓ୍ବାର୍ଡ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 14, 2020, 5:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.