ETV Bharat / bharat

ଦେବଦୂତ ସାଜିଲେ SDRF ଯବାନ, 30 ପର୍ଯ୍ୟଟକଙ୍କ ବଞ୍ଚାଇଲେ ଜୀବନ

author img

By

Published : Mar 14, 2020, 11:23 PM IST

ହର୍ଷିଲ ଘାଟିରେ କ୍ରମାଗତ ଭାବେ ତୁଷାରପାତ ହେବା କାରଣରୁ ପ୍ରାୟ 30 ଲୋକ ଫସି ରହିଥିଲେ । ଏହାପରେ ଏସ୍‌ଡିଆରଏଫ୍‌ ଯବାନ ସେମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ତାନାନ୍ତିରିତ କରିଛନ୍ତି ।

sdrf
sdrf

ଡେରାଡୁନ: ଦେବଭୂମୀରେ କିଛିଦିନ ହେବ ତୁଷାରପାତ ଜାରି ରହିଛି । ଏହି କାରଣରୁ କିଛି ପର୍ଯ୍ୟଟକ ଓ ତାଙ୍କର ଗାଡି ହର୍ଷିଲ ଘାଟିରେ ଫସି ଯାଇଥିଲା । ଏହାପରେ ଏସ୍‌ଡିଆରଏଫ୍‌ ଯବାନ ଘାଟିରେ ଫସି ଥିବା ପ୍ରାୟ 30 ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ଉଦ୍ଧାର କରିଛନ୍ତି ।

ସୂଚନାଥାଉକି, ହର୍ଷିଲ ଘାଟିରେ ଗତ 3ଦିନ ହେବ କ୍ରମାଗତ ଭାବେ ତୁଷାରପାତ ହେଉଛି । ପ୍ରବଳ ତୁଷାରପାତ କାରଣରୁ ଗଙ୍ଗୋତ୍ରୀ ହାଇଓ୍ବେ ବନ୍ଦ ହୋଇଯାଇଥିଲା । ପ୍ରାୟ 25ରୁ 30 ପର୍ଯ୍ୟଟକ ସେଠାରେ ଫସି ଯାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.