ETV Bharat / bharat

ସୁପ୍ରିମକୋର୍ଟ ଠିକ କହିଛନ୍ତି, ଚୂଡାନ୍ତ ନିଷ୍ପତ୍ତିକୁ ଅପେକ୍ଷା କରିଛୁ: ସଚିନ ପାଇଲଟ - ସଚିନ ପାଇଲଟ ମନ୍ତବ୍ୟ

ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ଥିବାବେଳେ ମୁହଁ ଖୋଲିଛନ୍ତି ରାଜସ୍ଥାନ କଂଗ୍ରେସ ନେତା ସଚିନ ପାଇଲଟ । ପଢନ୍ତୁ ଅଧିକ....

ସୁପ୍ରିମ କୋର୍ଟ ଠିକ କହିଛନ୍ତି , ଚୁଡାନ୍ତ ନିଷ୍ପତ୍ତିକୁ ଅପେକ୍ଷା କରିଛୁ : ସଚିନ ପାଇଲଟ

author img

By

Published : Jan 12, 2021, 11:06 PM IST

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ଥିବାବେଳେ ମୁହଁ ଖୋଲିଛନ୍ତି ରାଜସ୍ଥାନ କଂଗ୍ରେସ ନେତା ସଚିନ ପାଇଲଟ । ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ଚାଷୀଙ୍କ ପାଇଁ ଉଚିତ ବୋଲି ସେ ସ୍ପଷ୍ଟ କରିବା ସହ ଏହା ତାଙ୍କର ବ୍ୟକ୍ତିଗତ ମତ ନୁହେଁ ବରଂ କଂଗ୍ରେସ ମଧ୍ୟ ତାହାକୁ ସ୍ବାଗତ କରୁଥିବା ସେ ସ୍ପଷ୍ଟ କରୁଥିବା ମଧ୍ୟ କହିଛନ୍ତି ସଚିନ ।

ସଚିନ କହିଛନ୍ତି ଯେ ଚୂଡ଼ାନ୍ତ ନିଷ୍ପତ୍ତିକୁ ଏପର୍ଯ୍ୟନ୍ତ ଅପେକ୍ଷା କରାଯାଇଛି, କିନ୍ତୁ ସୁପ୍ରିମକୋର୍ଟ ଯାହା କହିଛନ୍ତି, କଂଗ୍ରେସ ଦଳ 2 ମାସ ଧରି କ୍ରମାଗତ ସେହି ଦାବି କରିଆସିଛି । ସରକାରଙ୍କ ପକ୍ଷରୁ ଅଣାଯାଇଥିବା କୃଷକ ଆଇନ ତରବରିଆ ଭାବେ ଅଣାଯାଇଛି । ଯାହା ଚାଷୀମାନଙ୍କ ହିତରେ ନୁହେଁ, ତେଣୁ ଉକ୍ତ ଆଇନକୁ ପ୍ରତ୍ୟାହାର କରାଯିବାର ଦାବି ଦୀର୍ଘ ମାସ ଧରି କରିଆସୁଥିଲା । ସଚିନ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ କେନ୍ଦ୍ର ସରକାର ଉକ୍ତ ଆଇନ ପ୍ରତ୍ୟାହାର କରିବା ଉଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.