ETV Bharat / bharat

ଏସସିଓ ଶିଖର ସମ୍ମିଳନୀରେ ଇମ୍ରାନଙ୍କୁ ଭେଟିବେନି ମୋଦି

ସାଂଘାଇ ସହଯୋଗ ସଂଗଠନ(ଏସସିଓ)ର ଶିଖର ସମ୍ମିଳନୀ  ଜୁନ ୧୩-୧୪ କିର୍ଗିସ୍ତାନର ରାଜଧାନୀର ବିସ୍କେକରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାଗ ନେବେ । ମାତ୍ର ଏହି ଏସସିଓ ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ମୋଦି ଭେଟିବାର କୌଣସି କାର୍ଯ୍ୟକ୍ରମ ନାହିଁ ବୋଲି ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।

author img

By

Published : Jun 6, 2019, 7:34 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ସାଂଘାଇ ସହଯୋଗ ସଂଗଠନ(ଏସସିଓ)ର ଶିଖର ସମ୍ମିଳନୀ ଜୁନ ୧୩-୧୪ କିର୍ଗିସ୍ତାନର ରାଜଧାନୀ ବିସ୍କେକରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାଗ ନେବେ । ମାତ୍ର ଏହି ଏସସିଓ ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ମୋଦି ଭେଟିବାର କୌଣସି କାର୍ଯ୍ୟକ୍ରମ ନାହିଁ ବୋଲି ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।

sco-bishkek
ଫଟୋ ସୌଜନ୍ୟ: ଏନଆଇ

ଗୁରୁବାର ପ୍ରେସ କନଫରେନ୍ସରେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର ହିଛନ୍ତି ଯେ, ବିସ୍କେକରେ ଅନୁଷ୍ଠିତ ଏସସିଓ ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ମଧ୍ୟରେ ବୈଠକ ହେବାର କୌଣସି କାର୍ଯ୍ୟକ୍ରମ ନାହିଁ ।

ଏହାସହ ରବୀଶ କୁମାର ପାକିସ୍ତାନ ବୈଦେଶିକ ସଚିବଙ୍କ ଭାରତ ଗସ୍ତ ଉପରେ ଏହି ପ୍ରେସ କଲଫରେନ୍ସରେ ସୂଚନା ଦେଇଛନ୍ତି ଯେ, ଭାରତ ଗସ୍ତ ତାଙ୍କର ବ୍ୟକ୍ତିଗତ ଥିଲା ଏବଂ ତାଙ୍କ ସହିତ କୌଣସି ପ୍ରକାର ଅଧିକାରୀକ ବୈଠକ ହୋଇ ନାହିଁ ।

Intro:Body:

terter

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.