ETV Bharat / bharat

ରାତି ପାହିଲେ ଅଯୋଧ୍ୟା ରାୟ

author img

By

Published : Nov 8, 2019, 9:38 PM IST

Updated : Nov 8, 2019, 11:59 PM IST

ବହୁ ପ୍ରତୀକ୍ଷିତ ତଥା ସମ୍ବେଦନଶୀଳ ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସଜିଦ ଜମି ବିବାଦ ମାମଲାର ରାୟ ଶନିବାର ପ୍ରକାଶ ପାଇବ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ତଥା ସମ୍ବେଦନଶୀଳ ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସଜିଦ ଜମି ବିବାଦ ମାମଲାର ରାୟ ଶନିବାର ପ୍ରକାଶ ପାଇବ । ସୁପ୍ରିମକୋର୍ଟ ପୂର୍ବାହ୍ନ 10.30ରେ ଦୀର୍ଘ ଦିନର ଅଯୋଧ୍ୟା ଅଧ୍ୟାୟରେ ପୂର୍ଣ୍ଣଚ୍ଛେଦ ପକାଇବେ ।

sc to pronounce ayodhya land dispute judgement on saturday
ଫଟୋ ସୌଜନ୍ୟ: ଇଟିଭି ଭାରତ

ହିନ୍ଦୁ ଓ ମୁସଲମାନଙ୍କ ଧାର୍ମିକ ଭାବାବେଗ ସହିତ ଜଡିତ ଏହି ରାୟକୁ ନେଇ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପ୍ରତି ସତର୍କ ରହିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଗୁରୁବାର ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି ।

ଉତ୍ତରପ୍ରଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ସର୍ବାଧିକ ଆଶଙ୍କା ଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି । ଉତ୍ତରପ୍ରଦେଶର ଅଧିକାଂଶ ସହରରେ ୧୪୪ ଧାରା ଲାଗୁ କରାଯାଇଛି ।କେନ୍ଦ୍ର ପକ୍ଷରୁ ଅତିରିକ୍ତ ୪୦୦୦ ଅର୍ଦ୍ଧସାମରିକ ବାହିନୀ ଉତ୍ତର ପ୍ରଦେଶକୁ ପଠାଯାଇଛି ।

ସୁରକ୍ଷାକୁ ଦୃଷ୍ଟିରେ ରଖି ୟୁପି ସରକାର 9ରୁ 11ତାରିଖ ଯାଏଁ ରାଜ୍ୟର ସମସ୍ତ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ , ସମସ୍ତ ଟ୍ରେନିଂ ସେଣ୍ଟରକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

Intro:Body:

ds

Conclusion:
Last Updated : Nov 8, 2019, 11:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.