ETV Bharat / bharat

ଗଲ୍ଫ ଦେଶରେ ହେବନି NEET, ବନ୍ଦେ ଭାରତ ମିଶନରେ ଆସିବେ ଛାତ୍ରଛାତ୍ରୀ

author img

By

Published : Aug 24, 2020, 6:36 PM IST

NEET ଏବଂ ସ୍ନାତକ ପରୀକ୍ଷା (UG) କରାଇବା ନେଇ କେନ୍ଦ୍ରସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ପ୍ରତ୍ୟାକ୍ଷାନ କରିଦେଇଛନ୍ତି ସୁପ୍ରମକୋର୍ଟ । ବନ୍ଦେ ଭାରତ ମିଶନରେ ଛାତ୍ରଛାତ୍ରୀଙ୍କୁ ଆସିବାକୁ ଅନୁମତି ଦେବାକୁ କୋର୍ଟ କହିଛନ୍ତି । ଅଧିକ ପଢନ୍ତୁ...

ଗଲ୍ଫ ଦେଶରେ ହେବନି NEET, ବନ୍ଦେ ଭାରତ ମିଶନରେ ଆସିବେ ଛାତ୍ରଛାତ୍ରୀ
ଗଲ୍ଫ ଦେଶରେ ହେବନି NEET, ବନ୍ଦେ ଭାରତ ମିଶନରେ ଆସିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଗଲ୍ଫ ଦେଶ ଗୁଡିକରେ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ତଥା NEET ଏବଂ ସ୍ନାତକ ପରୀକ୍ଷା (UG) କରାଇବା ନେଇ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ପ୍ରତ୍ୟାକ୍ଷାନ କରିଦେଇଛନ୍ତି ସୁପ୍ରମକୋର୍ଟ । ତେବେ ଅନ୍ୟପକ୍ଷେ ବନ୍ଦେ ଭାରତ ମିଶନରେ ଛାତ୍ରଛାତ୍ରୀଙ୍କୁ ଆସିବାକୁ ଅନୁମତି ଦେବାକୁ କୋର୍ଟ କହିଛନ୍ତି ।

ଜଷ୍ଟିସ ଏଲ ନାଗେଶ୍ବରା ରାଓଙ୍କ ଖଣ୍ଡପୀଠ କହିଛନ୍ତି ଯେ ଗଲ୍ଫ ଦେଶରୁ ପରୀକ୍ଷା ଦେବାକୁ ଆସୁଥିବା ଛାତ୍ରମାନଙ୍କ ପାଇଁ କ୍ବାରେଣ୍ଟାଇନ ନିୟମ ବାଧ୍ୟତାମୂଳକ । ହେଲେ ଆବେଦନକାରୀଙ୍କ ପାଇଁ କିଛିଟା ନିୟମ କୋହଳ କରିବାକୁ କୋର୍ଟ ନିଜ ନିର୍ଦ୍ଦେଶରେ ଜଣାଇଛନ୍ତି ।

ଖଣ୍ଡପୀଠ କହିଛନ୍ତି ଯେ ପରୀକ୍ଷା ଅଫଲାଇନ ହେବ ଏବଂ ଯେଉଁ ଛାତ୍ରଛାତ୍ରୀମାନେ ଆସିବେ ସେମାନଙ୍କୁ 14 ଦିନିଆ କ୍ବାରେଣ୍ଟାଇନରେ ରହିବାକୁ ପଡିବ । ସେପ୍ଟେମ୍ବର 13 ରେ ସ୍ଥିର ହୋଇଥିବା ନୀଟ୍‌ ପାଇଁ ଗଲ୍ଫ ଦେଶରେ ଥିବା ଛାତ୍ରଛାତ୍ରୀଙ୍କୁ ବନ୍ଦେ ଭାରତ ମିଶନ ଜରିଆରେ ଭାରତ ଆସିବାକୁ ଅନୁମତି ଦିଆଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.