ETV Bharat / bharat

ସିବିଏସଇ ବୋର୍ଡ ନିଷ୍ପତ୍ତିକୁ ସୁପ୍ରିମକେର୍ଟରେ ଚ୍ୟାଲେଞ୍ଜ କଲା ଅଭିଭାବକ ସଂଘ - ପରୀକ୍ଷା ବାତିଲ ପାଇଁ ସୁପ୍ରିମକେର୍ଟରେ ଆବେଦନ କଲେ ଅଭିଭାବକ

ସିବିଏସଇ ବୋର୍ଡ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲା ଅଭିଭାବକ ମହାସଂଘ । ଆସନ୍ତା ଜୁଲାଇ 1-15ରୁ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଅଭିଭାବକ ମହାସଂଘ ।

ସିବିଏସ୍ଇ ବୋର୍ଡ ପରୀକ୍ଷା ବାତିଲ ପାଇଁ ସୁପ୍ରିମକେର୍ଟରେ ଆବେଦନ କଲେ ଅଭିଭାବକ

author img

By

Published : Jun 10, 2020, 8:56 PM IST

ନୂଆଦିଲ୍ଲୀ: ସିବିଏସଇ ବୋର୍ଡ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲା ଅଭିଭାବକ ମହାସଂଘ । ଆସନ୍ତା ଜୁଲାଇ 1-15ରୁ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଅଭିଭାବକ ମହାସଂଘ ।

କୋରୋନା କାଳରେ ସିବିଏସ୍ଇ ବୋର୍ଡର ଏହି ନିଷ୍ପତ୍ତି ବିରୋଧ କରିଛି ଅଭିଭାବକ ସଂଘ । ଏହା ସହ ପରୀକ୍ଷାକୁ ବାତିଲ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ।

AIIMS ତଥ୍ୟ ଅନୁଯାୟୀ, ଆଗାମୀ ସମୟରେ ଭାରତରେ କୋରୋନା ଭାଇରସ ଶିଖର ଛୁଇଁବ । ଏଭଳି ପରିସ୍ଥିତିରେ ପିଲାମାନଙ୍କର ପାଇଁ ପରୀକ୍ଷା କରିବା ତାଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦପୂର୍ଣ୍ଣ ହୋଇପାରେ । ତେଣୁ ଏହି ପରୀକ୍ଷା ବାତିଲ କରାଯାଉ ବୋଲି ଅଭିଭାବକମାନେ ଦାବି କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.