ETV Bharat / bharat

ମୋଦିଙ୍କ 21 ଦିନିଆ ଲକ୍ ଡାଉନକୁ ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗନାଲ - ମୋଦିଙ୍କ 21 ଦିନିଆ ଲକ୍ ଡାଉନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 21 ଦିନିଆ ଲକ୍ ଡାଉନ୍ ଘୋଷଣା ପରେ ସୁପ୍ରିମକୋର୍ଟ ଏହାକୁ ଗ୍ରୀନ୍ ସିଗନାଲ୍ ଦେଇଛି । ଆଜି( ବୁଧବାର) ସୁପ୍ରିମକୋର୍ଟ ସମ୍ପୁର୍ଣ୍ଣ ଲକ୍ ଡାଉନ୍ ସହ ଜରୁରୀକାଳିନ ଶୁଣାଣିକୁ ମଧ୍ୟ ସ୍ଥଗିତ ରଖିଛି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ...

SC declares complete lockdown
ମୋଦିଙ୍କ 21 ଦିନିଆ ଲକ୍ ଡାଉନ
author img

By

Published : Mar 25, 2020, 6:18 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 21 ଦିନିଆ ଲକ୍ ଡାଉନ୍ ଘୋଷଣା ପରେ ସୁପ୍ରିମକୋର୍ଟ ଏହାକୁ ଗ୍ରୀନ୍ ସିଗନାଲ୍ ଦେଇଛି । ଆଜି( ବୁଧବାର) ସୁପ୍ରିମକୋର୍ଟ ସମ୍ପୁର୍ଣ୍ଣ ଲକ୍ ଡାଉନ୍ ସହ ଜରୁରୀକାଳୀନ ଶୁଣାଣିକୁ ମଧ୍ୟ ସ୍ଥଗିତ ରଖିଛି ସୁପ୍ରିମକୋର୍ଟ । ଏପରିକି ଭିଡିଓ କନଫରେନ୍ସିଂ ଜରିଆରେ ମଧ୍ୟ ମାମଲାର ଶୁଣାଣି କରାଯିବ ନାହିଁ ।

ସୁପ୍ରିମକୋର୍ଟ ପକ୍ଷରୁ ଏକ ନୋଟିସ ଜାରି କରାଯାଇ ଏହି ସୂଚନା ଦିଆଯାଇଛି । ବିଚାରପତି ଡି ୟାଇ ଚନ୍ଦ୍ରଚୂଡ, ସୂର୍ଯ୍ୟକାନ୍ତ, ବିଚାରପତି ଏଲ୍ ନାଗେଶ୍ବର ରାଏ ଓ ଅନିରୁଦ୍ଧ ବୋସ୍ ଭିଡିଓ କନଫରେନ୍ସିଂ ଦ୍ବାରା ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରିବାର ଥିଲା । ସୋମବାର ସମସ୍ତ କୋର୍ଟକୁ ବନ୍ଦ ରଖାଯାଇଥିବା ବେଳେ ମଙ୍ଗଳବାର କେବଳ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରିବା ନେଇ ନିଷ୍ପତ୍ତି ନିଆଯାଇଥିଲା ।

ଅନ୍ୟପକ୍ଷେ ଏହି ନୋଟିସରେ ଅତି ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରାଯିବ ଯଦି ଶୁଣାଣିରେ ସାମିଲ ଥିବା ଖଣ୍ଡପୀଠ ଏଥିପାଇଁ ରାଜି ହୁଅନ୍ତି । ଏଥିପାଇଁ ସମ୍ପୃକ୍ତ ଓକିଲଙ୍କୁ ବିଶେଷ ଅନୁରୋଧ କରିବାକୁ ପଡିବ । ଏଥିପାଇଁ ଓକିଲଙ୍କୁ sc@sci.nic.in ରେ ଇମେଲ କରିବାକୁ ପଡିବ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.