ETV Bharat / bharat

24 ଘଣ୍ଟାରେ ଦେଶରେ ସର୍ବାଧିକ କୋଭିଡ ପରୀକ୍ଷା, 55.95 ପ୍ରତିଶତ ଆରୋଗ୍ୟ ହାର - recovery rate of india

24 ଘଣ୍ଟାରେ ଦେଶରେ ମୋଟ 1 ଲକ୍ଷ 65 ହଜାର 412 କୋଭିଡ-19 ପରୀକ୍ଷା ହୋଇଥିବା ସୂଚନା ଦେଇଛି ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ବା ଆଇସିଏମଆର ।

24 ଘଣ୍ଟାରେ ଦେଶରେ ସର୍ବାଧିକ କୋଭିଡ ପରୀକ୍ଷା
24 ଘଣ୍ଟାରେ ଦେଶରେ ସର୍ବାଧିକ କୋଭିଡ ପରୀକ୍ଷା
author img

By

Published : Jun 18, 2020, 5:16 PM IST

ନୂଆଦିଲ୍ଲୀ: 24 ଘଣ୍ଟାରେ ଦେଶରେ ମୋଟ 1 ଲକ୍ଷ 65 ହଜାର 412 କୋଭିଡ-19 ପରୀକ୍ଷା ହୋଇଥିବା ସୂଚନା ଦେଇଛି ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ବା ଆଇସିଏମଆର । କୋରୋନା ମହାମାରୀ ପରଠାରୁ ଗୋଟେ ଦିନରେ ଏହା ସର୍ବାଧିକ ପରୀକ୍ଷା କରାଯାଇଥିବା ଆଇସିଏମଆର ସୂଚନା ଦେଇଛି ।

ଏପର୍ଯ୍ୟନ୍ତ 62 ଲକ୍ଷ 49 ହଜା 668 ପରୀକ୍ଷା କରାଯାଇଛି । ଭାରତରେ ମୋଟ 953 ଲାବ୍ରୋଟାରୀ ରହିଛି । ସରକାରୀ ଲାବ୍ରୋଟାରୀ 699 ହୋଇଥିବା ବେଳେ ବେସରକାରୀ 254ଟି ରହିଛି ।

ଅନ୍ୟପକ୍ଷେ ଭାରତରେ ଆରୋଗ୍ୟ ହାର 52.95 ପ୍ରତିଶତ ଥିବା କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ଦେଶରେ ବର୍ତ୍ତମାନ ସୁଦ୍ଧା 1 ଲକ୍ଷ 94 ହଜାର 325 ଜଣ ସୁସ୍ଥ ହୋଇଛନ୍ତି । 24 ଘଣ୍ଟା ମଧ୍ୟରେ ମୋଟ 7 ହଜାର 390 ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷେ ଦେଶରେ ମୃତ୍ୟୁହାର 3.33 ପ୍ରତିଶତ ରହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.