ETV Bharat / bharat

ସରିଲା ଭୂମିପୂଜା, ଚିତ୍ର ଆଙ୍କି ରାମଙ୍କୁ ସ୍ମରଣ କଲେ ସମ୍ବିତ ପାତ୍ର

author img

By

Published : Aug 5, 2020, 5:52 PM IST

ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରଭୁ ରାମଚନ୍ଦ୍ରଙ୍କ ଚିତ୍ର ଆଙ୍କି ଏକ ନିଆରା ଢଙ୍ଗରେ ଭୂମିପୂଜା ଅବସରରେ ନିଜର ଭକ୍ତିକୁ ପ୍ରକଟ କରାଇଛନ୍ତି । ଅଧିକ ପଢନ୍ତୁ...

ସରିଲା ଭୂମିପୂଜା, ଚିତ୍ର ଆଙ୍କି ରାମଙ୍କୁ ସ୍ମରଣ କଲେ ସମ୍ବିତ ପାତ୍ର
ସରିଲା ଭୂମିପୂଜା, ଚିତ୍ର ଆଙ୍କି ରାମଙ୍କୁ ସ୍ମରଣ କଲେ ସମ୍ବିତ ପାତ୍ର

ନୂଆଦିଲ୍ଲୀ: କୋଟି କୋଟି ହିନ୍ଦୁଙ୍କ ଆସ୍ଥା ସହ ଜଡିତ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଲାଗି ସମ୍ପନ୍ନ ହୋଇଛି ଭୂମିପୂଜା । ଏହି ଅବସରରେ ସମଗ୍ର ଦେଶରେ ଏକ ପ୍ରକାରର ଭାବ ଓ ଭକ୍ତର ପରିବେଶ ସୃଷ୍ଟି ହୋଇଛି । ସମସ୍ତଙ୍କ ମୁହଁରେ ଆଜି ପ୍ରଭୁ ରାମଙ୍କ ନାମ ରହିଛି । ତେବେ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଏକ ନିଆରା ଢଙ୍ଗରେ ଭୂମିପୂଜା ଅବସରରେ ନିଜର ଭକ୍ତିକୁ ପ୍ରକଟ କରାଇଛନ୍ତି ।

ସମ୍ବିତ ଏହି ପବିତ୍ର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ପ୍ରଭୁ ଶ୍ରୀରାମଙ୍କ ଏକ ଚିତ୍ର ଆଙ୍କିଛନ୍ତି । ତେବେ ଖୁବ ଶିଘ୍ର ସେ ଏହି ଚିତ୍ରକୁ ସମସ୍ତଙ୍କ ସହ ସେୟାର କରିବେ ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି ।

ପାତ୍ର ନିଜ ଟ୍ବିଟରରେ ଲେଖିଛନ୍ତି ଯେ ଏହା ଆମ ସମସ୍ତଙ୍କ ଲାଗି ଭବ ବିହ୍ବଳର ସମୟ । ଗୁଗଲ ଫଟୋରୁ ଦେଖି ରାମଙ୍କ ଏକ ଚିତ୍ର ଆଙ୍କିଥିବା ସମ୍ବିତ ଲେଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.