ETV Bharat / bharat

ଆହ୍ଲାବାଦ ହାଇକୋର୍ଟଙ୍କ ରାୟ, ସାକ୍ଷୀଙ୍କ ବିବାହ ବୈଧ

ସାକ୍ଷୀ ଏବଂ ଅଜିତେଶ ମାମଲାର ଶୁଣାଣି ସିଦ୍ଧାର୍ଥ ବର୍ମାଙ୍କ କୋର୍ଟରେ ହୋଇଥିଲା । ଏହାସହ ତାଙ୍କ ପାଇଁ ଏକ ଆଶ୍ବସ୍ଥିକର ଖବର ମଧ୍ୟ ଆସିଛି। ନ୍ୟାୟାଳୟ ସମସ୍ତ ଦସ୍ତାବିଜକୁ ଯାଞ୍ଚ କରିବା ସହ ଦୁହିଁଙ୍କ ବିବାହକୁ ବୈଧ ବୋଲି ରାୟ ଶୁଣାଇଛନ୍ତି ।

author img

By

Published : Jul 15, 2019, 3:23 PM IST

ଫଟୋ ସୌଜନ୍ୟ: ଫାଇଲ ଫଟୋ

ନୂଆଦିଲ୍ଲୀ: ବରେଲିର ବିଜେପି ବିଧାୟକ ରାଜେଶ ମିଶ୍ରଙ୍କ କନ୍ୟା ସାକ୍ଷୀ ଏବଂ ତାଙ୍କ ସ୍ବାମୀ ଅଜିତେଶ କୁମାରଙ୍କ ଉପରେ ଆକ୍ରମଣ ଅଭିଯୋଗ। ନିଜ ସୁରକ୍ଷାକୁ ନେଇ ଆଜି ସକାଳେ ଉଭୟ ଆହ୍ଲାବାଦ ହାଇକୋର୍ଟରେ ପହଞ୍ଚିଥିଲେ। ଯେଉଁଠି କିଛି ଲୋକେ ଅଜିତେଶଙ୍କୁ ମାରପିଟ କରିଥିଲେ ।

ସାକ୍ଷୀ ଏବଂ ଅଜିତେଶ ମାମଲାର ଶୁଣାଣି ସିଦ୍ଧାର୍ଥ ବର୍ମାଙ୍କ କୋର୍ଟରେ ହୋଇଥିଲା । ଏହାସହ ତାଙ୍କ ପାଇଁ ଏକ ଆଶ୍ବସ୍ଥିକର ଖବର ମଧ୍ୟ ଆସିଛି । ନ୍ୟାୟାଳୟ ସମସ୍ତ ଦସ୍ତାବିଜକୁ ଯାଞ୍ଚ କରିବା ସହ ଦୁହିଁଙ୍କ ବିବାହକୁ ବୈଧ ବୋଲି ରାୟ ଶୁଣାଇଛନ୍ତି ।

ସାକ୍ଷୀ ଏବଂ ଅଜିତେଶ କୋର୍ଟଙ୍କୁ ପ୍ରଦାନ କରିଥିବା ସମସ୍ତ ତଥ୍ୟ ନେଇ କୋର୍ଟ ନିଜର ସନ୍ତୁଷ୍ଟି ପ୍ରଦାନ କରିବା ସହ ଏହି ରାୟ ଶୁଣାଇଛନ୍ତି। ଏଠାରେ ସୂଚନାଯୋଗ୍ୟ, ଏହା ପୂର୍ବରୁ ସାକ୍ଷୀ ଏବଂ ଅଜିତେଶ ଉତ୍ତର ପ୍ରଦେଶ ପୋଲିସର କଡା ସୁରକ୍ଷା ବଳରେ ଦିଲ୍ଲୀରୁ ପ୍ରୟାଗରାଜ ପହଞ୍ଚିଥିଲେ ।

ଅଜିତେଶଙ୍କ ଓକିଲଙ୍କ କହିବା ଅନୁସାରେ, ଉଚ୍ଚ ନ୍ୟାୟାଳୟ ପରିସରରେ କିଛି ଲୋକ ଅଜିତେଶଙ୍କ ସହ ମାରପିଟ୍ କରିଥିଲେ । ଏହି ଘଟଣାରେ କୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ଦମ୍ପତ୍ତିଙ୍କୁ ସୁରକ୍ଷା ପ୍ରଦାନ ପାଇଁ ଆଦେଶ ଦେଇଛନ୍ତି ।

Intro:Body:

BLANK FOR LINK STORY 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.